ପୁରୀରେ ବାଲି ଚୋରା ଚାଲାଣ ରାକେଟ୍‌ ସକ୍ରିୟ

ପୁରୀ(ମଧୁସୂଦନ ମିଶ୍ର): ପୁରୀରେ ବାଲି ଚୋରା ଚାଲାଣ ମୁଣ୍ଡବିନ୍ଧାର କାରଣ ପାଲଟିଛି। ରାତି ଅଧରେ ଟ୍ରକ୍‌ ଯୋଗେ ବଳିଆପଣ୍ଡା ଲାଇଟହାଉସ୍‌ ବେଳାଭୂମିରୁ ମଙ୍ଗଳାନଦୀ ମୁହାଣ ପର୍ଯ୍ୟନ୍ତ ସ୍ଥାନରୁ ବେଆଇନ୍‌ ଭାବେ ବାଲି ଚାଲାଣ ହେଉଛି। ଏ ସମ୍ପର୍କରେ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନ ଓ ସେସୁ ଇଞ୍ଜିନିୟର ଚଢ଼ଉ କରିଥିଲେ। ଚଢଉ ବେଳେ ୧୫ଟି ଟ୍ରକ, ୨ଟି ଜେସିବି ଓ ଗୋଟିଏ ହାଇଓ୍ୱା ଜବତ ହୋଇଛି। ବାଲି ଚୋରା ଚାଲାଣ ଯୋଗୁ ପୁରୀରେ […]

puri-6778

puri-6778

Jyoshna Pradhan
  • Published: Friday, 08 February 2019
  • Updated: 08 February 2019, 11:01 AM IST

Sports

Latest News

ପୁରୀ(ମଧୁସୂଦନ ମିଶ୍ର): ପୁରୀରେ ବାଲି ଚୋରା ଚାଲାଣ ମୁଣ୍ଡବିନ୍ଧାର କାରଣ ପାଲଟିଛି। ରାତି ଅଧରେ ଟ୍ରକ୍‌ ଯୋଗେ ବଳିଆପଣ୍ଡା ଲାଇଟହାଉସ୍‌ ବେଳାଭୂମିରୁ ମଙ୍ଗଳାନଦୀ ମୁହାଣ ପର୍ଯ୍ୟନ୍ତ ସ୍ଥାନରୁ ବେଆଇନ୍‌ ଭାବେ ବାଲି ଚାଲାଣ ହେଉଛି। ଏ ସମ୍ପର୍କରେ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନ ଓ ସେସୁ ଇଞ୍ଜିନିୟର ଚଢ଼ଉ କରିଥିଲେ। ଚଢଉ ବେଳେ ୧୫ଟି ଟ୍ରକ, ୨ଟି ଜେସିବି ଓ ଗୋଟିଏ ହାଇଓ୍ୱା ଜବତ ହୋଇଛି।

ବାଲି ଚୋରା ଚାଲାଣ ଯୋଗୁ ପୁରୀରେ ଭୂତଳ ବିଦ୍ୟୁତକରଣ ନଷ୍ଟ ହେବା ସହ ୫୦ଲକ୍ଷ ଟଙ୍କାରୁ ଅଧିକ ଟଙ୍କା କ୍ଷତି ହେଉଥିବା ସେସୁ ଆର ଆଣ୍ଡ ବିକୁ ଜଣାଇଥିଲା।  ଅଭିଯୋଗ ଆଧାରରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି।

ଉପଜିଲ୍ଲାପାଳ, ସେସୁ ନିର୍ବାହୀ ଯନ୍ତ୍ରୀ ଓ ଆର ଆଣ୍ଡ ବି ଅଧିକାରୀ, ବଳିଆପଣ୍ଡା ଥାନା ଅଧିକାରୀ ଓ ସମୁଦ୍ରକୂଳ ଥାନା ଅଧିକାରୀ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତେବେ ବାଲି କେଉଁ ଆଡ଼େ ଯାଉଥିଲା ଓ ଖୋଳିବା ଦ୍ୱାରା କ’ଣ କ୍ଷତି ହୋଇଛି, ତାହାର ତଦନ୍ତ କରାଯିବ ବୋଲି ଏସପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story