ଘରେ ପଶି ଲୁଟି ନେଲେ ଟଙ୍କା ଓ ସୁନା ଚେନ୍‌

କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ପଞ୍ଚବଟ ଅଞ୍ଚଳରେ ଘରେ ପଶି ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ବିନିତ ବନଶଲଙ୍କ ଘର ଭିତରକୁ ଦୁଇ ଜଣ ଦୁର୍ବୃତ୍ତ ପଶିଥିଲେ। ଏହାପରେ ବନ୍ଧୁକ ଦେଖାଇ ୬ଲକ୍ଷ ଟଙ୍କା ସହ ଏକ ସୁନା ଚେନ୍‌କୁ ଲୁଟି ନେଇଥିଲେ। ଦୁର୍ବୃତ୍ତମାନେ ଯିବା ସମୟରେ ଘରେ ଏକ ଦେଶୀ ବନ୍ଧୁକ ଛାଡ଼ି ଯାଇଥିଲେ। ଏହାକୁ ପୁଲିସ ଜବତ କରିବା ସହ […]

loot-67

loot-67

Jyoshna Pradhan
  • Published: Friday, 01 February 2019
  • Updated: 01 February 2019, 01:43 PM IST

Sports

Latest News

କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ପଞ୍ଚବଟ ଅଞ୍ଚଳରେ ଘରେ ପଶି ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ବିନିତ ବନଶଲଙ୍କ ଘର ଭିତରକୁ ଦୁଇ ଜଣ ଦୁର୍ବୃତ୍ତ ପଶିଥିଲେ। ଏହାପରେ ବନ୍ଧୁକ ଦେଖାଇ ୬ଲକ୍ଷ ଟଙ୍କା ସହ ଏକ ସୁନା ଚେନ୍‌କୁ ଲୁଟି ନେଇଥିଲେ।

ଦୁର୍ବୃତ୍ତମାନେ ଯିବା ସମୟରେ ଘରେ ଏକ ଦେଶୀ ବନ୍ଧୁକ ଛାଡ଼ି ଯାଇଥିଲେ। ଏହାକୁ ପୁଲିସ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos