ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଘରେ ବୁଲିଲା କଳାକନା

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଅଶୋକ କୁମାର କାନୁନଗୋଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଚୋର। ଗତକାଲି ରାତିରେ ଏହି ଘଟଣା ଘଟିଛି। ତିର୍ତ୍ତୋଲ ସରଣୀ ଛକ ନିକଟସ୍ଥ ତାଙ୍କ ଘରର ଝରକା ଭାଙ୍ଗି ଚୋରମାନେ ସୁନାଅଳଙ୍କାର ସହିତ ନଗଦ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଘଟଣା ସଂପର୍କରେ ସ୍ୱର୍ଗତ ଅଶୋକ କୁମାର କାନୁନଗୋଙ୍କ ପୁଅ ସନ୍ତୋଷ ତିତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି। ଏତଲା […]

Building

Jitendra Garnayak
  • Published: Sunday, 05 September 2021
  • , Updated: 05 September 2021, 02:34 PM IST

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଅଶୋକ କୁମାର କାନୁନଗୋଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଚୋର।

ଗତକାଲି ରାତିରେ ଏହି ଘଟଣା ଘଟିଛି। ତିର୍ତ୍ତୋଲ ସରଣୀ ଛକ ନିକଟସ୍ଥ ତାଙ୍କ ଘରର ଝରକା ଭାଙ୍ଗି ଚୋରମାନେ ସୁନାଅଳଙ୍କାର ସହିତ ନଗଦ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଘଟଣା ସଂପର୍କରେ ସ୍ୱର୍ଗତ ଅଶୋକ କୁମାର କାନୁନଗୋଙ୍କ ପୁଅ ସନ୍ତୋଷ ତିତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି। ଏତଲା ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ଚୋରମାନେ ଝରକା ତାଡ଼ି ଭିତରେ ପଶିବା ପରେ ଭିତର ପଟୁ କବାଟ ବନ୍ଦ କରି ସବୁ ଜିନିଷ ଲୁଟି ଫେରାର ହୋଇଯାଇଥିଲେ।

Related story