ବ୍ୟାଙ୍କରୁ ଫେରୁଥିବା ବେଳେ ଦୁର୍ବୃତ୍ତ ଝାମ୍ପି ନେଲେ ୪ ଲକ୍ଷ ୮୫ ହଜାର ଟଙ୍କା

କଣ୍ଟାବାଞ୍ଜି (ସୁରଦାସ ବାଗ): ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇ ଦୁର୍ବୃତ୍ତ ଝାମ୍ପିନେଲେ ୪ ଲକ୍ଷ ୮୪ ହଜାର ଟଙ୍କା। ଏପରି ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଘଟିଛି। କଣ୍ଟାବାଞ୍ଜି ସହର ପ୍ରତିଷ୍ଠିତ ବ୍ୟବସାୟୀ କିଶୋର ଅଗ୍ରୱାଲଙ୍କ ମ୍ୟାନେଜର ସୁନିଲ ଶର୍ମା ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ଏକ ସ୍କୁଟିରେ ଫେରୁଥିଲେ। କିଶୋର ଅଗ୍ରୱାଲଙ୍କ ଘରଠାରୁ କିଛି ଦୂରରେ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ସ୍କୁଟିରୁ ଟଙ୍କା ବ୍ୟାଗ […]

loot-in-Kantabanji-police-station-aria

loot-in-Kantabanji-police-station-aria

Manoranjan Sial
  • Published: Thursday, 20 June 2019
  • Updated: 20 June 2019, 05:23 PM IST

Sports

Latest News

କଣ୍ଟାବାଞ୍ଜି (ସୁରଦାସ ବାଗ): ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇ ଦୁର୍ବୃତ୍ତ ଝାମ୍ପିନେଲେ ୪ ଲକ୍ଷ ୮୪ ହଜାର ଟଙ୍କା। ଏପରି ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଘଟିଛି।

କଣ୍ଟାବାଞ୍ଜି ସହର ପ୍ରତିଷ୍ଠିତ ବ୍ୟବସାୟୀ କିଶୋର ଅଗ୍ରୱାଲଙ୍କ ମ୍ୟାନେଜର ସୁନିଲ ଶର୍ମା ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ଏକ ସ୍କୁଟିରେ ଫେରୁଥିଲେ। କିଶୋର ଅଗ୍ରୱାଲଙ୍କ ଘରଠାରୁ କିଛି ଦୂରରେ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ସ୍କୁଟିରୁ ଟଙ୍କା ବ୍ୟାଗ ଝାମ୍ପି ନେଇଯାଇଥିଲେ। ଏନେଇ କଣ୍ଟାବାଞ୍ଜି ଥାନାରେ ବ୍ୟବସାୟୀ କିଶୋର ଅଗ୍ରୱାଲ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story