ସଶସ୍ତ୍ର ଡକାୟତି, ନେଇଗଲେ ଦେଢ଼ ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ତନ୍ତିଆପାଳ ଥାନା ଅନ୍ତର୍ଗତ କାକଟପୁର ଗାଁରେ ଏକ ଘରେ ହୋଇଛି ସଶସ୍ତ୍ର ଡକାୟତି। ଡକାୟତମାନେ ନଗଦ ୧ଲକ୍ଷ ୬୦ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇଯାଇଛନ୍ତି। ଡକାୟତଙ୍କ ଆକ୍ରମଣରେ ପରିବାରର ୪ ଜଣ ସଦସ୍ୟ ଆହତ ହୋଇଥିବା ବେଳେ ୨ ଜଣ ଡକାୟତ ଧରାପଡ଼ିଛନ୍ତି। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଦୁଇଟି ବାଇକ୍‌ରେ ୬ ଜଣ ଡକାୟତ କାକଟପୁର ଗାଁକୁ ଆସିଥିଲେ। […]

Loot

Loot

Jitendra Garnayak
  • Published: Sunday, 10 April 2022
  • Updated: 10 April 2022, 10:40 AM IST

Sports

Latest News

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ତନ୍ତିଆପାଳ ଥାନା ଅନ୍ତର୍ଗତ କାକଟପୁର ଗାଁରେ ଏକ ଘରେ ହୋଇଛି ସଶସ୍ତ୍ର ଡକାୟତି। ଡକାୟତମାନେ ନଗଦ ୧ଲକ୍ଷ ୬୦ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇଯାଇଛନ୍ତି। ଡକାୟତଙ୍କ ଆକ୍ରମଣରେ ପରିବାରର ୪ ଜଣ ସଦସ୍ୟ ଆହତ ହୋଇଥିବା ବେଳେ ୨ ଜଣ ଡକାୟତ ଧରାପଡ଼ିଛନ୍ତି।

ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଦୁଇଟି ବାଇକ୍‌ରେ ୬ ଜଣ ଡକାୟତ କାକଟପୁର ଗାଁକୁ ଆସିଥିଲେ। ସେମାନେ କବାଟ ଭାଙ୍ଗି ଗାଁର କାର୍ତ୍ତିକ ସ୍ୱାଇଁଙ୍କ ଘରେ ପଶିଥିଲେ। କବାଟ ଭଙ୍ଗା ଶବ୍ଦ ଶୁଣି କାର୍ତ୍ତିକ ସ୍ୱାଇଁ ଉଠିପଡ଼ିବା ପରେ ଡକାୟତମାନେ ତାଙ୍କୁ ଆଲମାରୀ ଚାବି ମାଗିଥିଲେ। ସେ ଚାବି ନଦେବାରୁ ସେମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପ୍ରତିରୋଧ କରିବାରୁ ଡକାୟତମାନେ ପରିବାରର ଆଉ ତିନି ସଦସ୍ୟଙ୍କୁ ଆକ୍ରମଣ କରିବା ସହିତ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଟଙ୍କା ଓ ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ତେବେ ଫେରାର ହେବା ବେଳେ ବାଇକ୍ ଷ୍ଟାର୍ଟ ନହେବାରୁ ଦୁଇ ଜଣ ଡକାୟତଙ୍କୁ କାର୍ତ୍ତିକଙ୍କ ପରିବାର ଓ ଗାଁ ଲୋକେ ଧରିବାରେ ସଫଳ ହୋଇଥିଲେ। ଏହି ଦୁଇ ଜଣଙ୍କୁ ସେମାନେ ପୁଲିସ୍ ଜିମାରେ ଦେଇଛନ୍ତି।

ପୁଲିସ୍ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଦୁଇଟି ବାଇକ୍‌ ଓ ଗୋଟିଏ ବନ୍ଧୁକ ଜବତ କରିଛି। ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଧରାପଡ଼ିଥିବା ଦୁଇ ଡକାୟତ ମାସେ ତଳେ ଜେଲ୍‌ରୁ ମୁକୁଳିଥିଲେ। ସେମାନଙ୍କ ନାଁରେ ବିଭିନ୍ନ ମାମଲା ରହିଛି।

ସୂଚନାଯୋଗ୍ୟ, ଡକାୟଙ୍କ ଆକ୍ରମଣରେ କାର୍ତ୍ତିକ ସ୍ୱାଇଁ, ତାଙ୍କ ପତ୍ନୀ ଓ ଦୁଇ ଭାଇ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story