ଲୋପାମୁଦ୍ରା ବକ୍ସିପାତ୍ର ପୁଣି ହେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର: ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ନେଇଛନ୍ତି ଲୋପାମୁଦ୍ରା ବକ୍ସିପାତ୍ର। ଆଗାମୀ ୩ ବର୍ଷ ସେ ଏହି ଦାୟିତ୍ୱରେ ରହିବେ। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଞ୍ଜପ୍ତି ପ୍ରକାଶ ପାଇଥିଲା।

lopamudra baxiparta-mahila-commision

Rakesh Mallick
  • Published: Thursday, 03 December 2015
  • , Updated: 03 December 2015, 01:29 PM IST

Related story