ଜୁଲାଇ ୨୭ରେ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ: ଜୁଲାଇ ୨୭ ତାରିଖରେ ହେବ ଚନ୍ଦ୍ରଗ୍ରହଣ। ଯାହାକି ଶତାଦ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ହେବ ବୋଲି ଜ୍ୟୋତିର୍ବିଜ୍ଞାନ ମତ ଦେଉଛନ୍ତି। ୨୭ ତାରିଖ ମଧ୍ୟରାତ୍ରରେ ଏହି ଗ୍ରହଣ ସ୍ପର୍ଷ ହେଉଥିବା ବେଳେ ୨୮ ତାରିଖ ସକାଳେ ମଧ୍ୟ ଗ୍ରହଣ ଦୃଶ୍ୟମାନ ହେବ। ତେବେ ସବୁଠାରୁ ବଡ଼ କଥା ହେଉଛି ଏଥର ଚନ୍ଦ୍ରଗ୍ରହଣ ସମୟରେ ଜହ୍ନର ରଙ୍ଗ ସମ୍ପୁର୍ଣ୍ଣ ଲାଲ୍‌ ଅର୍ଥାତ୍‌ ରକ୍ତ ବର୍ଣ୍ଣ ହୋଇଯିବ। ଗ୍ରହଣ ଦିନ ସୂର୍ଯ୍ୟଙ୍କ ବିଚ୍ଛୁରୀତ କିରଣ ବାୟୁମଣ୍ଡଳରେ ପ୍ରବେଶ କରିବାରୁ ଚନ୍ଦ୍ରଙ୍କ […]

janha

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 09:26 PM IST

ନୂଆଦିଲ୍ଲୀ: ଜୁଲାଇ ୨୭ ତାରିଖରେ ହେବ ଚନ୍ଦ୍ରଗ୍ରହଣ। ଯାହାକି ଶତାଦ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ହେବ ବୋଲି ଜ୍ୟୋତିର୍ବିଜ୍ଞାନ ମତ ଦେଉଛନ୍ତି। ୨୭ ତାରିଖ ମଧ୍ୟରାତ୍ରରେ ଏହି ଗ୍ରହଣ ସ୍ପର୍ଷ ହେଉଥିବା ବେଳେ ୨୮ ତାରିଖ ସକାଳେ ମଧ୍ୟ ଗ୍ରହଣ ଦୃଶ୍ୟମାନ ହେବ। ତେବେ ସବୁଠାରୁ ବଡ଼ କଥା ହେଉଛି ଏଥର ଚନ୍ଦ୍ରଗ୍ରହଣ ସମୟରେ ଜହ୍ନର ରଙ୍ଗ ସମ୍ପୁର୍ଣ୍ଣ ଲାଲ୍‌ ଅର୍ଥାତ୍‌ ରକ୍ତ ବର୍ଣ୍ଣ ହୋଇଯିବ। ଗ୍ରହଣ ଦିନ ସୂର୍ଯ୍ୟଙ୍କ ବିଚ୍ଛୁରୀତ କିରଣ ବାୟୁମଣ୍ଡଳରେ ପ୍ରବେଶ କରିବାରୁ ଚନ୍ଦ୍ରଙ୍କ ରଙ୍ଗ ଏପରି ହେବ ବୋଲି କୁହାଯାଉଛି।

ଏହି ଗ୍ରହଣ ମଧ୍ୟରାତ୍ରରେ ଭାରତରେ ଦୃଶ୍ୟମାନ ହେବ। ଯାହାକି ୪ ଘଣ୍ଟା ପର୍ଯ୍ୟନ୍ତ ରହିବ। ଚଳିତ ବର୍ଷ ଜାନୁୟାରୀରେ ହୋଇଥିବା ଚନ୍ଦ୍ରଗହଣରେ ମଧ୍ୟ ଲାଲ ରଙ୍ଗର ଚନ୍ଦ୍ର ଦେଖିବାକୁ ମିଳିଥିଲା। ଯାହାକି ସ୍ୱଳ୍ପ ସମୟ ପାଇଁ ରହିଥିଲା।

Related story