ମହାଶିବରାତ୍ରୀ: ମହାଦେବଙ୍କ ଦର୍ଶନ ବେଳେ ଦୀପରୁ ନିଆଁ ଲାଗି ୩ ମହିଳା ଗୁରୁତର

ଭୁବନେଶ୍ୱର: ମହାଶିବରାତ୍ରୀ ଅବସରରେ ଦିଅଁ ଦର୍ଶନ ପାଇଁ ଯାଇଥିବାବେଳେ ଦୀପରୁ ନିଆଁ ଲାଗି ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱର ଚକେଇସିଆଣି ଶିବ ମନ୍ଦିରରେ ଏଭଳି ଏକ ଅଘଟଣ ଘଟିଥିବାବେଳେ ଯାଜପୁରରୋଡ଼ରେ ବି ଜଣେ ମହିଳା ପୋଡ଼ି ଗୁରୁତର ହୋଇଛନ୍ତି। ସେହିପରି ବାରିପଦା ଭଞ୍ଜେଶ୍ୱର ମନ୍ଦିରରେ ମଧ୍ୟ ଦୀପରୁ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି।

fair

Rakesh Mallick
  • Published: Monday, 07 March 2016
  • , Updated: 07 March 2016, 10:27 AM IST

Related story