ସୂର୍ଯ୍ୟମନ୍ଦିର ବୁଲି ଦେଖିଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ୟୁସୁଫ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୋବେଲ ଶାନ୍ତି ପୁରସ୍କାର ପାଇଥିବା ବାଂଲାଦେଶର ମହମ୍ମଦ ୟୁନୁସ ଆଜି ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି। ନିଜ ପରିବାର ସହିତ ଆଜି ସେ ସକାଳ ୧୧ଟା ରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପହଞ୍ଚିଥିଲେ। କୋଣାର୍କ ପର୍ଯ୍ୟଟନ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ।</p> <p>ପ୍ରାୟ ଏକ ଘଣ୍ଟା ଧରି ମନ୍ଦିର ବୁଲି ଦେଖିଥିଲେ ୟୁସୁଫ ଏବଂ ତାଙ୍କ ପରିବାର। କୋଣାର୍କ ମନ୍ଦିରର କାରୁକାର୍ଯ୍ୟକୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି। ୨୦୦୬ରେ ନୋବେଲ ପୁରସ୍କାର ପାଇଥିଲେ ମହମ୍ମଦ ୟୁସୁଫ।</p>

Ordigital Desk
  • Published: Saturday, 12 May 2018
  • Updated: 12 May 2018, 07:29 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୋବେଲ ଶାନ୍ତି ପୁରସ୍କାର ପାଇଥିବା ବାଂଲାଦେଶର ମହମ୍ମଦ ୟୁନୁସ ଆଜି ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି। ନିଜ ପରିବାର ସହିତ ଆଜି ସେ ସକାଳ ୧୧ଟା ରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପହଞ୍ଚିଥିଲେ। କୋଣାର୍କ ପର୍ଯ୍ୟଟନ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ।</p><p>ପ୍ରାୟ ଏକ ଘଣ୍ଟା ଧରି ମନ୍ଦିର ବୁଲି ଦେଖିଥିଲେ ୟୁସୁଫ ଏବଂ ତାଙ୍କ ପରିବାର। କୋଣାର୍କ ମନ୍ଦିରର କାରୁକାର୍ଯ୍ୟକୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି। ୨୦୦୬ରେ ନୋବେଲ ପୁରସ୍କାର ପାଇଥିଲେ ମହମ୍ମଦ ୟୁସୁଫ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos