ମହାପ୍ରୟାଣ ଗାଡ଼ି ନଥିବାରୁ କାନ୍ଧରେ ବୁହା ହେଲା ଶବ

ବିନିକା (ଦିଲୀପ ସାହୁ): ମୃତଦେହ ବୁହା ହେବାକୁ ଡାକ୍ତରଖାନାରେ ଶବବୁହା ଗାଡ଼ି କି ମହାପ୍ରୟାଣ ଗାଡି ନଥିବାରୁ କାନ୍ଧରେ ଶବ ବୋହିବାକୁ ପଡ଼ିଛି ମୃତକଙ୍କ ସମ୍ପର୍କୀୟଙ୍କୁ। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ। ଗତକାଲି ଅପରାହ୍ଣ ୩ଟାରେ ବିନିକା ବ୍ଲକ୍‌ ଚେରୁପାଲି ଛକରେ ଗ୍ୟାସ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ସୋଉଳପୁର ଗାଁର ସୁରେନ୍ଦ୍ର ଗରିଆ ଓ ଋଖ ଭରାସାଗରଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ […]

binika

binika

Jyoshna Pradhan
  • Published: Saturday, 23 February 2019
  • Updated: 23 February 2019, 08:46 AM IST

Sports

Latest News

ବିନିକା (ଦିଲୀପ ସାହୁ): ମୃତଦେହ ବୁହା ହେବାକୁ ଡାକ୍ତରଖାନାରେ ଶବବୁହା ଗାଡ଼ି କି ମହାପ୍ରୟାଣ ଗାଡି ନଥିବାରୁ କାନ୍ଧରେ ଶବ ବୋହିବାକୁ ପଡ଼ିଛି ମୃତକଙ୍କ ସମ୍ପର୍କୀୟଙ୍କୁ। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ।

ଗତକାଲି ଅପରାହ୍ଣ ୩ଟାରେ ବିନିକା ବ୍ଲକ୍‌ ଚେରୁପାଲି ଛକରେ ଗ୍ୟାସ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ସୋଉଳପୁର ଗାଁର ସୁରେନ୍ଦ୍ର ଗରିଆ ଓ ଋଖ ଭରାସାଗରଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ସୁବର୍ଣ୍ଣପୁର-ବିନିକା ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ଏହାପରେ ମୃତଦେହ ଡାକ୍ତରଖାନା ନେବାକୁ ଶବବୁହା ଗାଡି କି ମହାପ୍ରୟାଣ ଗାଡ଼ି ପାଇଁ ବ୍ୟବସ୍ଥା କରାଯିବା ବେଳେ ବିନିକା ଡାକ୍ତରଖାନାରେ ଏ ସୁବିଧା ନଥିବା ଜଣାପଡ଼ିଥିଲା। ଶେଷରେ ମୃତକଙ୍କ ପରିବାର ଲୋକେ ଡାକ୍ତରଖାନା ଯାଇ ସେଠାରୁ ଏକ ଷ୍ଟ୍ରେଚର ଓ ଗଦି ଆଣିଥିଲେ। ଷ୍ଟ୍ରେଚରରେ ଜଣେ ମୃତକଙ୍କୁ ନିଆଯାଇଥିବା ବେଳେ ଅନ୍ୟ ମୃତକଙ୍କୁ ଗଦିରେ ଶୁଆଇ କାନ୍ଧରେ ବୋହି ଡାକ୍ତରଖାନା ଅଣାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story