ସିୱେଜ୍‌ ସିପିଂ କମ୍ପାନୀ ଜିଏମ୍‌ ହତ୍ୟା ମାମଲା: ମହିମାଙ୍କ ସମେତ ୪ ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ

ପାରାଦୀପ: ପାରାଦୀପ ସିୱେଜ୍‌ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସମେତ ୪ ଜଣ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି। ସେମାନେ ହେଲେ ବସନ୍ତ ବଳ, ସୁବାସ ଆଚାର୍ଯ୍ୟ ଓ ଦେବୀ ତ୍ରିପାଠୀ। ସେହିପରି ଜାରି ହୋଇଥିବା ଲୁକ୍‌ ଆଉଟ୍‌ ସର୍କୁଲାରକୁ ମଧ୍ୟ ମହିମା ମିଶ୍ର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ପାରାଦୀପରେ ଷ୍ଟିଭେଡରିଂ ବିବାଦକୁ ନେଇ ମହେନ୍ଦ୍ରକୁ ହତ୍ୟା କରାଯାଇଥିଲା। ଏଥିପାଇଁ ୨୦୧୫ ମସିହାରେ ମହିମା ମିଶ୍ର ଓ […]

1mahima

Rakesh Mallick
  • Published: Friday, 18 November 2016
  • , Updated: 18 November 2016, 04:21 PM IST

ପାରାଦୀପ: ପାରାଦୀପ ସିୱେଜ୍‌ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସମେତ ୪ ଜଣ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି। ସେମାନେ ହେଲେ ବସନ୍ତ ବଳ, ସୁବାସ ଆଚାର୍ଯ୍ୟ ଓ ଦେବୀ ତ୍ରିପାଠୀ। ସେହିପରି ଜାରି ହୋଇଥିବା ଲୁକ୍‌ ଆଉଟ୍‌ ସର୍କୁଲାରକୁ ମଧ୍ୟ ମହିମା ମିଶ୍ର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

ପାରାଦୀପରେ ଷ୍ଟିଭେଡରିଂ ବିବାଦକୁ ନେଇ ମହେନ୍ଦ୍ରକୁ ହତ୍ୟା କରାଯାଇଥିଲା। ଏଥିପାଇଁ ୨୦୧୫ ମସିହାରେ ମହିମା ମିଶ୍ର ଓ ରାକେଶ ଚୌବେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ବୋଲି ଗତକାଲି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୋଲିସ୍‌ କହିଥିଲା।

Related story