ମେକ ଇନ୍‌ ଓଡ଼ିଶାର ନୂଆ ପାର୍ଟନର ହେବ ‘ଫିକି’

Ordigital Desk
  • Published: Friday, 22 June 2018
  • , Updated: 22 June 2018, 10:04 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେକ୍ ଇନ୍ ଓଡ଼ିଶାର ନୂଆ ପାର୍ଟନର ହେବ ଫିକି। ମେକ୍ ଇନ୍ ଓଡ଼ିଶାରୁ ସିଆଇଆଇ ଓହରିବା ପ୍ରସଙ୍ଗରେ ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ। ସେ କହିଛନ୍ତି,&ldquo;ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ପ୍ରତିନିଧି ଦଳ ଜର୍ମାନୀ, ଇଟାଲି ଓ ସାଉଦି ଆରବ ଗସ୍ତ କରିବ। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସେଠାକାର ପୁଞ୍ଜିପତିଙ୍କ ସହ ଆଲୋଚନା କରିବେ। ମେକ୍ ଇନ୍ ଓଡ଼ିଶାରୁ ସିଆଇଆଇ ଓହରିବା ପରେ କିଏ ନୂଆ ପାର୍ଟନର ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।</p>

Related story