ମାଲାକାନଗିରି:  ସ୍ୱାଧୀନତା ଦିବସରେ କଳା ପତାକା ଉଡ଼ାଇଲେ ମାଓବାଦୀ

ମାଲାକାନଗିରି:  ମାଲକାନଗିରି ଜିଲ୍ଲାରେ ସ୍ୱାଧୀନତା ଦିବସକୁ ବିରୋଧ କରି ବଡିଗାଟା  ଅଞ୍ଚଳରେ ମାଓବାଦୀ କଳା ପତକା ଉଡ଼ାଇଥିବା ଦେଖିବାକୁ ମିଳିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଏହି ମାଓ ପ୍ରବଣ ଅଞ୍ଚଳରେ ବି.ଏସ.ଏଫ,  ଏସ.ଓ.ଜି  ଓ ଡ଼ି.ଭି.ଏଫ ପକ୍ଷରୁ  ଅପରେସନକୁ ଜୋର ସୋର କରାଯାଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଡୁମୁରୁପଲୀ ପଞ୍ଚାୟତ କର୍ଯ୍ୟାଳୟରେ ମଧ୍ୟ ମାଓବାଦୀ ମାନେ କଳା ପତାକା ଲଗାଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ କଳା ପତାକା ଜବତ କରିଥିଲା।

malakanagiri

Rakesh Mallick
  • Published: Saturday, 15 August 2015
  • , Updated: 15 August 2015, 08:18 AM IST

Related story