ମାଲକାନଗିରି: ୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ଆଜି ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ବୁଲା, ଏରା ଓ ଇରମା। ବୁଲା ଓ ଏରା ହେଉଛନ୍ତି କ୍ୟାଡର ମାଓବାଦୀ। ଏମାନଙ୍କ ନାଁରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା। ଏହି ତିନି ଜଣ ତେଲେରା ଆଣ୍ଟି ଲାଣ୍ଡ୍ ମାଇନ ବିସ୍ଫୋରଣ ଚିତ୍ରକୋଣ୍ଡା ଘାଟିରେ ୯୯ ଲକ୍ଷ ଟଙ୍କ ଲୁଟ୍ ଘଟଣା, ନିର୍ବାଚନୀ ହିଂସା ସମେତ ଅନ୍ୟାନ୍ୟ ଅପରାଧାରେ ଜଡ଼ିତ ଥିବା ପୋଲିସ ସୂଚନା ଦେଇଛି। […]

mao

Rakesh Mallick
  • Published: Tuesday, 04 August 2015
  • , Updated: 04 August 2015, 08:52 AM IST

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ଆଜି ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ବୁଲା, ଏରା ଓ ଇରମା। ବୁଲା ଓ ଏରା ହେଉଛନ୍ତି କ୍ୟାଡର ମାଓବାଦୀ। ଏମାନଙ୍କ ନାଁରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା। ଏହି ତିନି ଜଣ ତେଲେରା ଆଣ୍ଟି ଲାଣ୍ଡ୍ ମାଇନ ବିସ୍ଫୋରଣ ଚିତ୍ରକୋଣ୍ଡା ଘାଟିରେ ୯୯ ଲକ୍ଷ ଟଙ୍କ ଲୁଟ୍ ଘଟଣା, ନିର୍ବାଚନୀ ହିଂସା ସମେତ ଅନ୍ୟାନ୍ୟ ଅପରାଧାରେ ଜଡ଼ିତ ଥିବା ପୋଲିସ ସୂଚନା ଦେଇଛି।

 

Related story