ଜଗଦୀଶଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ

Ordigital Desk
  • Published: Wednesday, 16 May 2018
  • , Updated: 16 May 2018, 08:10 AM IST
<p>ମାଲାକାନଗିରି(ଜିତେନ୍ଦ୍ର ବେଉରା):ମାଲାକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ମାଥିଲି ଥାନା ଅର୍ନ୍ତଗତ ଟେମୁରପାଲ୍ଲୀ ଗାଁରେ ଗତକାଲି ଦିନ ଦ୍ୱିପହରରେ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ମୃତକଙ୍କ ଜଣଙ୍କ ହେଲେ ଜଗଦୀଶ ସୋମରଥ। ଘଟଣାସ୍ଥଳରୁ ଏକ ମାଓ ପୋଷ୍ଟର୍ ଠାବ କରାଯାଇଛି।</p> <p>୧୫ରୁ ୨୦ଜଣ ମାଓବାଦୀ ଜଗଦୀଶଙ୍କୁ ଘରୁ ଡାକି ନେଇ ପୋଲିସ ଇନଫର୍ମର୍ ସନ୍ଦେହରେ କଟାପାଲ୍ଲୀରେ ହତ୍ୟା କରିଥିଲେ।</p>

Related story