ରାସ୍ତା ଖୋଳି ଦେଲେ ମାଓବାଦୀ

Ordigital Desk
  • Published: Tuesday, 06 February 2018
  • , Updated: 06 February 2018, 09:42 AM IST
<p>ମାଲକାନଗିରି: ମାଲକାନଗିରି ସୀମାନ୍ତରେ ରାସ୍ତା ଖୋଳି ଦେଲେ ମାଓବାଦୀ।&nbsp; ମାଥିଲି ଥାନା ଅନ୍ତର୍ଗତ ମହୁପଦର ଗାଁର ମୁଖ୍ୟ ରାସ୍ତାକୁ ମାଓବାଦୀମାନେ ଖୋଳି ଦେଇଛନ୍ତି। ଫଳରେ ମହୁପଦର-ଡଙ୍ଗପାଲ ଓ ମହୁପଦର-ମାଥିଲି ଅଞ୍ଚଳକୁ ଗାଡ଼ି ଚଳାଚଳ ବନ୍ଦ ରହିଛି।&nbsp; ଗମନାଗମନ ଠପ୍ ଯୋଗୁ ଲୋକେ ହଇରାଣ ହେଉଛନ୍ତି।&nbsp; ଗତକାଲି ଛତିଶଗଡର ଦାନ୍ତେୱାଡା, ସୁକମା, ବିଜାପୁର ଏବଂ ନାରାୟଣପୁର ଜିଲ୍ଲାରେ ମାଓବାଦୀ ବନ୍ଦ ଡାକରା ଦେଇଥିବା ବେଳେ ତାହାର ପ୍ରଭାବ ମାଲକାନଗିରିରେ ମଧ୍ୟ ଦେଖିବାକୁ ମିଳିଛି।</p>

Related story