ବଡ଼ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା

ଭବାନୀପାଟଣା (ରାଜକୁମାର ସିଂହଦେଓ): ଜଣେ ବ୍ୟକ୍ତି ତାଙ୍କ ସଂପର୍କୀୟ ବଡ଼ ଭାଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପଣ୍ଡି ଗାଁରେ। ମୃତକଙ୍କ ନାଁ ଘାସିରାମ ଟାକରିଆ। ଅଭିଯୁକ୍ତଙ୍କ ନାଁ ମାରାଦେଭ ଟାକରିଆ। କୌଣସି କାରଣରୁ ଆଜି ସକାଳେ ସେମାନଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। କଥା କଟାକଟି ଚାଲିଥିବା ବେଳେ ମାରାଦେଭ ଏକ ଟାଙ୍ଗିଆରେ ଘାସିରାମଙ୍କୁ ଆକ୍ରମଣ […]

deadbody

deadbody

Jitendra Garnayak
  • Published: Sunday, 15 May 2022
  • Updated: 15 May 2022, 01:06 PM IST

Sports

Latest News

ଭବାନୀପାଟଣା (ରାଜକୁମାର ସିଂହଦେଓ): ଜଣେ ବ୍ୟକ୍ତି ତାଙ୍କ ସଂପର୍କୀୟ ବଡ଼ ଭାଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପଣ୍ଡି ଗାଁରେ।

ମୃତକଙ୍କ ନାଁ ଘାସିରାମ ଟାକରିଆ। ଅଭିଯୁକ୍ତଙ୍କ ନାଁ ମାରାଦେଭ ଟାକରିଆ। କୌଣସି କାରଣରୁ ଆଜି ସକାଳେ ସେମାନଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। କଥା କଟାକଟି ଚାଲିଥିବା ବେଳେ ମାରାଦେଭ ଏକ ଟାଙ୍ଗିଆରେ ଘାସିରାମଙ୍କୁ ଆକ୍ରମଣ କରିଥିଲେ। ଘାସିରାମଙ୍କ ବେକରେ ସେ ଚୋଟ ପକାଇ ଦେବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ମାରାଦେଭଙ୍କ ସ୍ତ୍ରୀ ମଞ୍ଜୁଲତା ଟାକରିଆ ମଧ୍ୟ ଆହତ ହୋଇଛନ୍ତି। ମାରାଦେଭ ତାଙ୍କ ବଡ଼ ଭାଇ ଘାସିରାମଙ୍କୁ ଟାଙ୍ଗିଆରେ ଆକ୍ରମଣ କରୁଥିବା ବେଳେ ମଞ୍ଜୁଲତା ଅଟକାଇବାକୁ ଚେଷ୍ଟା କରିଥିଲେ। ଫଳରେ ତାଙ୍କ ଦେହରେ ବି ଟାଙ୍ଗିଆ ବାଜିଥିଲା। ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତା’ ସହିତ ସେଠାରେ ତଦନ୍ତ କରିଛି। ଅଭିଯୁକ୍ତ ମାରାଦେଭଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story