ସାବିତ୍ରୀ ଅମାବାସ୍ୟାରେ ସ୍ତ୍ରୀଙ୍କ ଜୀବନ ନେଲା ସ୍ୱାମୀ

କରଞ୍ଜିଆ (ଦୀପକ କୁମାର ମହନ୍ତ): ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଘଟିଛି ଦୁଃଖଦ ଘଟଣା। ଆଜି ଦିନରେ ସ୍ତ୍ରୀ ସ୍ୱାମୀର ଦୀର୍ଘାୟୁ କାମନା କରି ପୂଜା ଓ ଉପବାସ କରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅସୁରା (ଖଡ଼ିଆ) ସାହିରେ ଜଣେ ବ୍ୟକ୍ତି ତା’ ସ୍ତ୍ରୀକୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ କାଳି ଦେହୁରୀ। ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀଙ୍କ ନାଁ ଭରତ ଦେହୁରୀ। କେଉଁ କାରଣରୁ ଭରତ ତାଙ୍କ ସ୍ତ୍ରୀଙ୍କୁ […]

village

village

Jitendra Garnayak
  • Published: Monday, 30 May 2022
  • Updated: 30 May 2022, 03:12 PM IST

Sports

Latest News

କରଞ୍ଜିଆ (ଦୀପକ କୁମାର ମହନ୍ତ): ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଘଟିଛି ଦୁଃଖଦ ଘଟଣା। ଆଜି ଦିନରେ ସ୍ତ୍ରୀ ସ୍ୱାମୀର ଦୀର୍ଘାୟୁ କାମନା କରି ପୂଜା ଓ ଉପବାସ କରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅସୁରା (ଖଡ଼ିଆ) ସାହିରେ ଜଣେ ବ୍ୟକ୍ତି ତା’ ସ୍ତ୍ରୀକୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।

ମୃତ ମହିଳାଙ୍କ ନାଁ କାଳି ଦେହୁରୀ। ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀଙ୍କ ନାଁ ଭରତ ଦେହୁରୀ।

କେଉଁ କାରଣରୁ ଭରତ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କଲେ, ତାହା ଜଣାପଡ଼ିନାହିଁ। ତେବେ ସେ ମଦ ପିଇଥିଲେ ବୋଲି ଜଣାପଡ଼ିଛି। ମଦ ପିଇ ସେ ପତ୍ନୀଙ୍କ ସହିତ ଝଗଡ଼ା କରିବା ସହିତ ପିଟିପିଟି ମାରି ଦେଇଥିଲେ। ଏହି ଘଟଣା ଭରତ ଫେରାର ହୋଇଯାଇଛି।

ଯଶୀପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳ ଯାଞ୍ଚ କରିବ ବୋଲି ପୁଲିସ୍ କହିଛି। ଏହା ସହିତ ପୁଲିସ୍ ଅଭିଯୁକ୍ତ ଭରତକୁ ଖୋଜୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story