ନବୀନ ନିବାସ ଆଗରେ ଆତ୍ମାହୂତି କରିଥିବା ଯୁବକଙ୍କୁ ଆକ୍ରମଣ; ମନ୍ତ୍ରୀଙ୍କ ପୁଅ ବିରୋଧରେ ଅଭିଯୋଗ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୂତି ଉଦ୍ୟମ କରିଥିବା ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଗଡବାନ୍ଧଗଡା ବାସିନ୍ଦା ସୁନୀଲ ଚକ୍ର। ତାଙ୍କ ହାତ ଓ ଡାହାଣ ଗୋଡ ସହ ଶରୀରରେ ଗଭୀର ଅଘାତ ଲାଗିଛି। ଆକ୍ରମଣ ପଛରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ପୁଅ ତଥା ଘଷିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ରଙ୍କ ସମ୍ପୃକ୍ତି ଥିବା ସେ ଅଭିଯୋଗ ଆଣିଛନ୍ତି।

ଦେବାଶିଷ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଅଭିଯୋଗକାରୀ ବିଜେପି କର୍ମୀ ବୋଲି କହିଛନ୍ତି। ଦୁଇ ମାସ ତଳେ ନିଜ ଅଞ୍ଚଳରେ ଚାଲିଥିବା ସରକାରୀ ଯୋଜନାରେ ଆର୍ଥିକ ଅନିୟମିତତା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୂତି କରିବାକୁ  ଉଦ୍ୟମ କରିଥିଲେ ସୁନୀଲ।

Ordigital Desk
• Published: Tuesday, 27 February 2018
• Updated: 27 February 2018, 09:16 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୂତି ଉଦ୍ୟମ କରିଥିବା ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଗଡବାନ୍ଧଗଡା ବାସିନ୍ଦା ସୁନୀଲ ଚକ୍ର। ତାଙ୍କ ହାତ ଓ ଡାହାଣ ଗୋଡ ସହ ଶରୀରରେ ଗଭୀର ଅଘାତ ଲାଗିଛି। ଆକ୍ରମଣ ପଛରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ପୁଅ ତଥା ଘଷିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ରଙ୍କ ସମ୍ପୃକ୍ତି ଥିବା ସେ ଅଭିଯୋଗ ଆଣିଛନ୍ତି।

ଦେବାଶିଷ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଅଭିଯୋଗକାରୀ ବିଜେପି କର୍ମୀ ବୋଲି କହିଛନ୍ତି। ଦୁଇ ମାସ ତଳେ ନିଜ ଅଞ୍ଚଳରେ ଚାଲିଥିବା ସରକାରୀ ଯୋଜନାରେ ଆର୍ଥିକ ଅନିୟମିତତା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୂତି କରିବାକୁ  ଉଦ୍ୟମ କରିଥିଲେ ସୁନୀଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos