୨୫ ଲକ୍ଷ ଟଙ୍କା ଲଟେରି ଜିତିବା ଆଶାରେ ଦେଇଦେଲେ ୩ ଲକ୍ଷ

ଜୟପୁର (ଟି ଗୌରିଶଙ୍କର): ୨୫ ଲକ୍ଷ ଟଙ୍କା ଲଟେରି ଜିତିଥିବା ଲୋଭରେ ହାତରୁ ଚାଲିଗଲା ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା । ମାତ୍ର ଗୋଟିଏ ଫୋନ୍‌ କଲ୍‌ ପାଇ ଲଟେରି ଜିତିଥିବା ବିଶ୍ୱାସ କରିନେଲେ ଯୁବକଜଣକ। ଏହାପରେ ଟ୍ୟାକ୍ସ ଦେବା ବାହାନାରେ ପ୍ରାୟ ୨୦ଟି ଭିନ୍ନ ଭିନ୍ନ ଆକାଉଣ୍ଟରେ ଜମା କରିଦେଲେ  ୩ ଲକ୍ଷ ୧୫ ହଜାର ଟଙ୍କା। ଏପରି କିଛି ଦିନ ଚାଲିବା ପରେ ଠକାମୀର ଶିକାର ହୋଇଥିବା ଜାଣିପାରି କାନମୁଣ୍ଡ ଆଉଁସିକି ରହିଲେ। ଏପରି […]

lottery-1

lottery-1

Niharika Rout
  • Published: Monday, 23 September 2019
  • Updated: 23 September 2019, 09:36 AM IST

ଜୟପୁର (ଟି ଗୌରିଶଙ୍କର): ୨୫ ଲକ୍ଷ ଟଙ୍କା ଲଟେରି ଜିତିଥିବା ଲୋଭରେ ହାତରୁ ଚାଲିଗଲା ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା । ମାତ୍ର ଗୋଟିଏ ଫୋନ୍‌ କଲ୍‌ ପାଇ ଲଟେରି ଜିତିଥିବା ବିଶ୍ୱାସ କରିନେଲେ ଯୁବକଜଣକ। ଏହାପରେ ଟ୍ୟାକ୍ସ ଦେବା ବାହାନାରେ ପ୍ରାୟ ୨୦ଟି ଭିନ୍ନ ଭିନ୍ନ ଆକାଉଣ୍ଟରେ ଜମା କରିଦେଲେ  ୩ ଲକ୍ଷ ୧୫ ହଜାର ଟଙ୍କା। ଏପରି କିଛି ଦିନ ଚାଲିବା ପରେ ଠକାମୀର ଶିକାର ହୋଇଥିବା ଜାଣିପାରି କାନମୁଣ୍ଡ ଆଉଁସିକି ରହିଲେ।

ଏପରି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡି ମାଳିଗୁଡାରେ। ଠକାମୀର ଶିକାର ହୋଇଥିବା ଯୁବକଜଣକ ହେଲେ ଭୀମସେନ ଗୌଡ଼।। ତେବେ ଏନେଇ ପୁଲିସ୍‌ କିମ୍ବା କାହାକୁ ଜଣାଇଲେ ଟଙ୍କା ମିଳିବ ନାହିଁ ବୋଲି କୁହାଯାଇଥିବାରୁ ସେ ଥାନାରେ ଅଭିଯୋଗ କରିନଥିବା କହିଛନ୍ତି।

ଭୀମସେନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, କିଛି ଦିନ ତଳେ ମୁମ୍ବାଇରୁ ରାଣା ପ୍ରତାପ ସିଂ ନାମକ ବ୍ୟକ୍ତି ନିଜକୁ ଜିଓ କମ୍ପାନୀର କର୍ମଚାରୀ ପରିଚୟ ଦେଇ ତାଙ୍କୁ ଫୋନ କରିଥିଲେ । ଏହାପରେ ସେ ଲଟେରିରେ ୨୫ଲକ୍ଷ ଟଙ୍କା ଜିତିଥିବା କହିଥିଲେ। ତେବେ ଲଟେରି ଟଙ୍କା ପାଇବାକୁ ହେଲେ ଭୀମସେନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ବୋଲି ସେ ଜଣାଇଥିଲେ। ରାଣାଙ୍କ କଥାକୁ ବିଶ୍ୱାସ କରି ନେଇଥିଲେ ଭୀମସେନ।

ଏହାପରେ ତାଙ୍କ କହିବା ଅନୁଯାୟୀ, ପ୍ରଥମେ ୧୨ ହଜାର ଓ ପରେ ୮୦ହଜାର, ଏମିତି ୧୫ ଦିନ ଭିତରେ ୨୦ଟି ଭିନ୍ନ ଭିନ୍ନ ଆକାଉଣ୍ଟରେ ପ୍ରାୟ ୩ ଲକ୍ଷ ୧୫ ହଜାର ଟଙ୍କା ଜମା କରିଥିଲେ । ଏହାପରେ ବି ଉକ୍ତ ବ୍ୟକ୍ତିଜଣକ ପୁଣିଥରେ ୭୦ହଜାର ୫୦୦ ଟଙ୍କା ଡିପୋଜିଟ୍ କରିବା ପାଇଁ ଭୀମସେନଙ୍କୁ କହିଥିଲେ। ଏହାପରେ ଭୀମସେନ ଠକାମୀର ଶିକାର ହୋଇଥିବା ଜାଣି ପାରିଥିଲେ ।

.

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story