ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ, ଉତ୍ତେଜନା

ଆଠଗଡ଼(ନିଳକଣ୍ଠ ଦୋରା): ଆଠଗଡ଼ ନିକଟ ଖୁଣ୍ଟୁଣୀରେ ଆଜି ସକାଳୁ ଏକ ବସ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ଖୁଣ୍ଟୁଣୀ ଥାନା ତୋଟାପଡ଼ା ଗାଁର। ୫୫ ନମ୍ବର ଜାତୀୟ ରାଜପଥର କୃଷ୍ଣଶ୍ୟାମପୁର ଛକରେ ଏକ ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା ।  ଖବର ପ୍ରଚାରିତ ହେବା ପରେ  ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାଖରେ […]

bus

Niharika Rout
  • Published: Friday, 05 March 2021
  • , Updated: 08 March 2021, 04:25 PM IST

ଆଠଗଡ଼(ନିଳକଣ୍ଠ ଦୋରା): ଆଠଗଡ଼ ନିକଟ ଖୁଣ୍ଟୁଣୀରେ ଆଜି ସକାଳୁ ଏକ ବସ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ଖୁଣ୍ଟୁଣୀ ଥାନା ତୋଟାପଡ଼ା ଗାଁର।

୫୫ ନମ୍ବର ଜାତୀୟ ରାଜପଥର କୃଷ୍ଣଶ୍ୟାମପୁର ଛକରେ ଏକ ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା ।  ଖବର ପ୍ରଚାରିତ ହେବା ପରେ  ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାଖରେ ଶହଶହ ଗାଡ଼ି ମୋଟର ଅଟକି ରହିଛି  । ଖୁଣ୍ଟୁଣୀ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି  ।

Related story