ବିଶ୍ୱକର୍ମା ପୂଜା ସାରି  ଟ୍ରକ ପଛାଉଥିଲା, ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) :ରାଉରକେଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ୧୪୩  ନମ୍ବର ଜାତୀୟ ରାଜପଥର ରଙ୍ଗିଲା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଶ୍ୱକର୍ମା ପୂଜା ସାରି  ଟ୍ରକଟି ପଛାଉଥିବା ବେଳେ  ବେଳେ ବାଇକ୍‌ ଉପରେ ମାଡ଼ିଗଲା । ଉକ୍ତ ଟ୍ରକ୍‌ଟି ମୋଟର ସାଇକେଲ ଅରୋହୀଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ସ୍ତ୍ରୀ ଏବଂ ଛୋଟ ପୁଅକୁ ଚିକିତ୍ସା ଲାଗି ହସପିଟାଲ ପଠାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । […]

589

Tapas Behera
  • Published: Tuesday, 17 September 2019
  • , Updated: 17 September 2019, 05:32 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) :ରାଉରକେଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ୧୪୩  ନମ୍ବର ଜାତୀୟ ରାଜପଥର ରଙ୍ଗିଲା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଶ୍ୱକର୍ମା ପୂଜା ସାରି  ଟ୍ରକଟି ପଛାଉଥିବା ବେଳେ  ବେଳେ ବାଇକ୍‌ ଉପରେ ମାଡ଼ିଗଲା । ଉକ୍ତ ଟ୍ରକ୍‌ଟି ମୋଟର ସାଇକେଲ ଅରୋହୀଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି।

ତାଙ୍କ ସ୍ତ୍ରୀ ଏବଂ ଛୋଟ ପୁଅକୁ ଚିକିତ୍ସା ଲାଗି ହସପିଟାଲ ପଠାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଟାଙ୍ଗର ପାଲି ଥାନା ଏବଂ ଜଲଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ବିଶ୍ୱକର୍ମା ପୂଜା ସାରି  ଟ୍ରକଟି ପଛାଉଥିବା ବେଳେ  ବେଳେ ବାଇକ୍‌ ଉପରେ ମାଡି ଯାଇଥିଲା ।

Related story