ମର୍ଣ୍ଣିଂୱାକ୍ କରୁଥିବା ବେଳେ ପିଟିଦେଲା ଗାଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର କଳିଙ୍ଗଷ୍ଟାଡିୟମ୍ ମୁଖ୍ୟ ଫାଟକ ସମ୍ମୁଖ ରାସ୍ତାରେ ଆଜି ସକାଳେ ମର୍ଣ୍ଣିଂୱାକ୍ କରୁଥିବା ଲୋକଙ୍କୁ ଏକ ଗାଡ଼ି ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମର୍ଣ୍ଣିଂୱାକ୍ ଲାଗି ଷ୍ଟାଡିୟମ୍ ଭିତରକୁ ନ ଛାଡ଼ିବାରୁ ଦୁର୍ଘଟଣା ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଷ୍ଟାଡିୟମ ଗେଟ୍ ଆଗରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ୍‌ ଘଟଣାର ତଦନ୍ତ କରୁଛି।  

bbsr

Rakesh Mallick
  • Published: Monday, 22 January 2018
  • , Updated: 22 January 2018, 10:46 AM IST

Related story