ପୁତୁରାର ମୃତଦେହ ଦେଖି ଟଳି ପଡ଼ିଲେ ବଡ଼ବାପା

ସୋର(ଶଶିକାନ୍ତ ବେହେରା): ପୁତୁରାର ମୃତଦେହ ଦେଖି ବଡ଼ବାପାଙ୍କ ଜୀବନ ଚାଲିଗଲା। ଏପରି ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି। ଏହି ଖବର ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ସୋର ଥାନା ଟେଣ୍ଟେଇ ଗାଁର ରାଜାରାମ ମଳିକ ମୁମ୍ୱାଇରେ ପରିବାର ଭରଣ ପୋଷଣ କରନ୍ତି। ଗତ ଶନିବାର ତାଙ୍କର ମୁମ୍ୱାଇରେ ମୃତ୍ୟୁ ଘଟିଥିଲା। ଆଜି ମୃତଦେହ ଗାଁରେ ପହଞ୍ଚିଥିଲା। ପୁତୁରାର ମୃତଦେହ ଦେଖି କୋହ ସମ୍ୱରଣ କରିପାରିନଥିଲେ ବଡ଼ବାପା ଚୈତନ୍ୟ। ସେହିଠାରେ […]

man-dies-of-heart-failure-after-seeing-body-of-his-deceased-nephew

Manoranjan Sial
  • Published: Monday, 05 August 2019
  • , Updated: 05 August 2019, 05:44 PM IST

ସୋର(ଶଶିକାନ୍ତ ବେହେରା): ପୁତୁରାର ମୃତଦେହ ଦେଖି ବଡ଼ବାପାଙ୍କ ଜୀବନ ଚାଲିଗଲା। ଏପରି ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି। ଏହି ଖବର ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ସୋର ଥାନା ଟେଣ୍ଟେଇ ଗାଁର ରାଜାରାମ ମଳିକ ମୁମ୍ୱାଇରେ ପରିବାର ଭରଣ ପୋଷଣ କରନ୍ତି। ଗତ ଶନିବାର ତାଙ୍କର ମୁମ୍ୱାଇରେ ମୃତ୍ୟୁ ଘଟିଥିଲା। ଆଜି ମୃତଦେହ ଗାଁରେ ପହଞ୍ଚିଥିଲା। ପୁତୁରାର ମୃତଦେହ ଦେଖି କୋହ ସମ୍ୱରଣ କରିପାରିନଥିଲେ ବଡ଼ବାପା ଚୈତନ୍ୟ। ସେହିଠାରେ ହିଁ ସେ ଟଳିପଡ଼ିଥିଲା।

Related story