ରିକ୍ସା ଚାଳକଙ୍କୁ ତଣ୍ଟି କାଟି ହତ୍ୟା

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ରିକ୍ସା ଚାଳକକୁ ତଣ୍ଟି କାଟି ହତ୍ୟା କରାଯାଇଛି। ମୃତକଙ୍କ ନାଁ ଜଣାପଡ଼ି ନାହିଁ କି କିଏ ତାଙ୍କୁ ହତ୍ୟା କରିଛି, ତାହା ଜଣାପଡ଼ିନି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ୧୦ଟା ବେଳେ ଭବାନୀପାଟଣା ସହରର ଅର୍କବାହଲି ପଡ଼ା ଛକରେ ଏହି ହତ୍ୟାକାଣ୍ଡ ଘଟିଛି। ରିକ୍ସା ଚାଳକ ଜଣଙ୍କ ରିକ୍ସା ଉପରେ ବସିଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା […]

dead

dead

Jitendra Garnayak
  • Published: Monday, 13 July 2020
  • Updated: 13 July 2020, 02:30 PM IST

Sports

Latest News

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ରିକ୍ସା ଚାଳକକୁ ତଣ୍ଟି କାଟି ହତ୍ୟା କରାଯାଇଛି। ମୃତକଙ୍କ ନାଁ ଜଣାପଡ଼ି ନାହିଁ କି କିଏ ତାଙ୍କୁ ହତ୍ୟା କରିଛି, ତାହା ଜଣାପଡ଼ିନି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ୧୦ଟା ବେଳେ ଭବାନୀପାଟଣା ସହରର ଅର୍କବାହଲି ପଡ଼ା ଛକରେ ଏହି ହତ୍ୟାକାଣ୍ଡ ଘଟିଛି। ରିକ୍ସା ଚାଳକ ଜଣଙ୍କ ରିକ୍ସା ଉପରେ ବସିଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ।

ପୁଲିସ୍ ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos