ଭାଉଜକୁ ମାରି ଦେଲା ଦିଅର

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ କିସାନପଡ଼ାରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ତାଙ୍କ ଭାଉଜଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ସୁକଦେଇ କିସାନ (୬୦)। ଅଭିଯୁକ୍ତ ନାଁ ରାମ କିସାନ। ପାରିବାରିକ କଳହକୁ କେନ୍ଦ୍ର କରି ରାମ ତା’ ଭାଉଜଙ୍କୁ ହାଣି ଦେଇଥିବା କୁହାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ରାମ କିସାନକୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

oldwoman

Jitendra Garnayak
  • Published: Sunday, 03 March 2019
  • , Updated: 03 March 2019, 12:41 PM IST

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ କିସାନପଡ଼ାରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ତାଙ୍କ ଭାଉଜଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତ ମହିଳାଙ୍କ ନାଁ ସୁକଦେଇ କିସାନ (୬୦)। ଅଭିଯୁକ୍ତ ନାଁ ରାମ କିସାନ।

ପାରିବାରିକ କଳହକୁ କେନ୍ଦ୍ର କରି ରାମ ତା’ ଭାଉଜଙ୍କୁ ହାଣି ଦେଇଥିବା କୁହାଯାଉଛି।

ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ରାମ କିସାନକୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

Related story