ସାନ ଭାଇକୁ ହାଣି ମାରି ଦେଲେ

ପାରାଦୀପ (ରମାକାନ୍ତ ନାୟକ): ସାନ ଭାଇକୁ ହାଣି ଦେଲା ବଡ଼ ଭାଇ। ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ପାରାଦୀପର ନୂଆବଜାରରେ। ମୃତ ଯୁବକଙ୍କ ନାଁ ସୁଦୀପ୍ତ ସ୍ୱାଇଁ (୩୨)। ପୁଲିସ୍ ତାଙ୍କ ବଡ଼ ଭାଇ, ଭାଉଜ ଓ ବାପାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଛାନ୍‌ଭିନ୍ ଚଳାଇଛି।

death

Jitendra Garnayak
  • Published: Thursday, 21 March 2019
  • , Updated: 21 March 2019, 12:33 PM IST

ପାରାଦୀପ (ରମାକାନ୍ତ ନାୟକ): ସାନ ଭାଇକୁ ହାଣି ଦେଲା ବଡ଼ ଭାଇ। ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ପାରାଦୀପର ନୂଆବଜାରରେ।

ମୃତ ଯୁବକଙ୍କ ନାଁ ସୁଦୀପ୍ତ ସ୍ୱାଇଁ (୩୨)। ପୁଲିସ୍ ତାଙ୍କ ବଡ଼ ଭାଇ, ଭାଉଜ ଓ ବାପାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଛାନ୍‌ଭିନ୍ ଚଳାଇଛି।

Related story