ସ୍ତ୍ରୀକୁ ଭୁଜାଲିରେ ହାଣି ଦେଲା ସ୍ୱାମୀ

ରାଉରକେଲା: ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ମାଲଗୋଦାମ ବସ୍ତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀକୁ ଭୁଜାଲିରେ ହାଣି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ୱାମୀ ପ୍ରଥମେ ସ୍ତ୍ରୀକୁ ପୋଡ଼ି ମାରିବା ପାଇଁ ଉଦ୍ୟମ କରି ଫେଲ୍ ମାରିବା ପରେ ଭୁଜାଲିରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଅଢ଼େଇ ବର୍ଷ ତଳେ ପ୍ରେମ ବିବାହ କରି ଉଭୟେ ପରିବାର ଠାରୁ ଅଲଗା ରହୁଥିଲେ ବୋଲି  ଜଣାପଡ଼ିଛି।

murder

Rakesh Mallick
  • Published: Saturday, 25 November 2017
  • , Updated: 25 November 2017, 09:57 AM IST

ରାଉରକେଲା: ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ମାଲଗୋଦାମ ବସ୍ତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀକୁ ଭୁଜାଲିରେ ହାଣି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ୱାମୀ ପ୍ରଥମେ ସ୍ତ୍ରୀକୁ ପୋଡ଼ି ମାରିବା ପାଇଁ ଉଦ୍ୟମ କରି ଫେଲ୍ ମାରିବା ପରେ ଭୁଜାଲିରେ ଆକ୍ରମଣ କରିଥିବା ସୂଚନା ମିଳିଛି।

ଅଢ଼େଇ ବର୍ଷ ତଳେ ପ୍ରେମ ବିବାହ କରି ଉଭୟେ ପରିବାର ଠାରୁ ଅଲଗା ରହୁଥିଲେ ବୋଲି  ଜଣାପଡ଼ିଛି।

Related story