ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ମୋହନା (ମିହିରି ଯତି): ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦପୂର୍ଣ୍ଣ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କ୍ରିଡ଼ାସିଂ ଗାଁରେ। ମୃତକ ହେଲେ କ୍ଷୀର ରଣଷଣ୍ଢ। ପୁଲିସ୍‌ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି। ମୃତ ମହିଳାଙ୍କ ସ୍ୱାମୀ କୋରା ରଣଷଣ୍ଢଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ପାରିବାରିକ ଝଗଡ଼ାକୁ ନେଇ ସେ ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

rttt8999

Tapaswini Nayak
  • Published: Monday, 10 December 2018
  • , Updated: 10 December 2018, 12:42 PM IST

ମୋହନା (ମିହିରି ଯତି): ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦପୂର୍ଣ୍ଣ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କ୍ରିଡ଼ାସିଂ ଗାଁରେ। ମୃତକ ହେଲେ କ୍ଷୀର ରଣଷଣ୍ଢ।

ପୁଲିସ୍‌ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି। ମୃତ ମହିଳାଙ୍କ ସ୍ୱାମୀ କୋରା ରଣଷଣ୍ଢଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

ପାରିବାରିକ ଝଗଡ଼ାକୁ ନେଇ ସେ ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

Related story