ତୀର ମାଡ଼ରେ ଯୁବକ ଆହତ

ଆନନ୍ଦପୁର (ମୁନା ସିଂହ): ତୀର ମାଡ଼ରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାଁ ମୁନା ବେହେରା। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଡୁଡୁଗାଁରେ ଏହି ଘଟଣା ଘଟିଛି। ତୀରଟି ମୁନାଙ୍କ ପିଠିରେ ପଶିଯାଇଛି। ସେହି ଅବସ୍ଥାରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୁନାଙ୍କୁ କିଏ ଓ କାହିଁକି ତାଙ୍କୁ ତୀର […]

man1

man1

Jitendra Garnayak
  • Published: Sunday, 31 March 2019
  • Updated: 31 March 2019, 10:09 AM IST

Sports

Latest News

ଆନନ୍ଦପୁର (ମୁନା ସିଂହ): ତୀର ମାଡ଼ରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାଁ ମୁନା ବେହେରା।

ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଡୁଡୁଗାଁରେ ଏହି ଘଟଣା ଘଟିଛି।

ତୀରଟି ମୁନାଙ୍କ ପିଠିରେ ପଶିଯାଇଛି। ସେହି ଅବସ୍ଥାରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମୁନାଙ୍କୁ କିଏ ଓ କାହିଁକି ତାଙ୍କୁ ତୀର ମାରିଲା, ତାହା ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story