ବଡ଼ଦାଣ୍ଡରେ ଯୁବକଙ୍କୁ ଛୁରାମାଡ଼

ପୁରୀ (ମଧୁସୂଦନ ମିଶ୍ର): ପୁରୀ ବଡ଼ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଗତକାଲି ରାତିରେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମେଡିକାଲ ଛକରେ ଏହି ଛୁରାମାଡ଼ ହୋଇଛି। ଏଥିରେ ପୂର୍ବତନ ପୌରାଧ୍ୟକ୍ଷ ଜୟନ୍ତ ଷଡ଼ଙ୍ଗୀଙ୍କ ପୁତୁରା ନିଖିଳ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ଦୁର୍ବୃତ୍ତ ଛୁରାମାଡ଼ କରି ଫେରାର୍ ହୋଇଯାଇଛି। ନିଖିଳଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

puri-23

puri-23

Jyoshna Pradhan
  • Published: Monday, 04 February 2019
  • Updated: 04 February 2019, 09:26 AM IST

Sports

Latest News

ପୁରୀ (ମଧୁସୂଦନ ମିଶ୍ର): ପୁରୀ ବଡ଼ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଗତକାଲି ରାତିରେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମେଡିକାଲ ଛକରେ ଏହି ଛୁରାମାଡ଼ ହୋଇଛି। ଏଥିରେ ପୂର୍ବତନ ପୌରାଧ୍ୟକ୍ଷ ଜୟନ୍ତ ଷଡ଼ଙ୍ଗୀଙ୍କ ପୁତୁରା ନିଖିଳ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ଦୁର୍ବୃତ୍ତ ଛୁରାମାଡ଼ କରି ଫେରାର୍ ହୋଇଯାଇଛି।

ନିଖିଳଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story