କୁକୁଡା ବୋଝେଇ ଭ୍ୟାନ୍‌ ଖସି ୨ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ପୁରୁଣା ମାଣିତ୍ରୀ ପୋଲ ଉପରୁ ଆଜି କୁକୁଡା ବୋଝେଇ ଭ୍ୟାନ ଖସି ପଡ଼ିବାରୁ ଚାଳକ ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେପ୍ଟେମ୍ୱର ୯ ତାରିଖରେ ଏହି ସ୍ଥାନରେ ମହାରାଜା ବସ୍‌ ଖସି ପଡ଼ିବାରୁ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ।

accident

Rakesh Mallick
  • Published: Saturday, 31 December 2016
  • , Updated: 31 December 2016, 05:40 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ପୁରୁଣା ମାଣିତ୍ରୀ ପୋଲ ଉପରୁ ଆଜି କୁକୁଡା ବୋଝେଇ ଭ୍ୟାନ ଖସି ପଡ଼ିବାରୁ ଚାଳକ ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସେପ୍ଟେମ୍ୱର ୯ ତାରିଖରେ ଏହି ସ୍ଥାନରେ ମହାରାଜା ବସ୍‌ ଖସି ପଡ଼ିବାରୁ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ।

Related story