ଓଡ଼ିଶା ଇତିହାସରେ ପ୍ରଥମ: ଠିକାରେ ନିଯୁକ୍ତି ପାଇଲେ ଆଇଟି ବିଭାଗ ‘ପ୍ରମୁଖ ସଚିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ଇତିହାସରେ ପ୍ରଥମଥର ପାଇଁ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ‘ପ୍ରମୁଖ ସଚିବ’ଙ୍କ ଭଳି ଦରମା ଓ ଭତ୍ତା ସହ ସମାନ ପ୍ରଶାସନିକ କ୍ଷମତା ଉପଭୋଗ କରିବାର ସୁଯୋଗ ମିଳିବ । କେନ୍ଦ୍ର ସରକାରଙ୍କ ୧୯୯୯ ବ୍ୟାଚ୍ ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ (ଆଇଆରଟିଏସ) ଚାକିରିରୁ ଇସ୍ତଫା ଦେବାର ୨୪ଘଣ୍ଟା ନପୁରୁଣୁ ମନୋଜ କୁମାର ମିଶ୍ରଙ୍କୁ ଓଡ଼ିଶା ସରକାରରେ ନିଯୁକ୍ତି ମିଳିଛି । ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ‘ଚୁକ୍ତିଭିତ୍ତିକ ବା ଠିକା ପ୍ରମୁଖ […]

Manoj Mishra S

Manoj Mishra S

Ordigital Desk
  • Published: Friday, 30 December 2022
  • Updated: 30 December 2022, 10:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ଇତିହାସରେ ପ୍ରଥମଥର ପାଇଁ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ‘ପ୍ରମୁଖ ସଚିବ’ଙ୍କ ଭଳି ଦରମା ଓ ଭତ୍ତା ସହ ସମାନ ପ୍ରଶାସନିକ କ୍ଷମତା ଉପଭୋଗ କରିବାର ସୁଯୋଗ ମିଳିବ । କେନ୍ଦ୍ର ସରକାରଙ୍କ ୧୯୯୯ ବ୍ୟାଚ୍ ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ (ଆଇଆରଟିଏସ) ଚାକିରିରୁ ଇସ୍ତଫା ଦେବାର ୨୪ଘଣ୍ଟା ନପୁରୁଣୁ ମନୋଜ କୁମାର ମିଶ୍ରଙ୍କୁ ଓଡ଼ିଶା ସରକାରରେ ନିଯୁକ୍ତି ମିଳିଛି । ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ‘ଚୁକ୍ତିଭିତ୍ତିକ ବା ଠିକା ପ୍ରମୁଖ ସଚିବ’ ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀ ମିଶ୍ର ରାଜ୍ୟର ପ୍ରଥମ ଠିକା ପ୍ରମୁଖ ସଚିବ ଯିଏ ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନଙ୍କ ଭଳି ଓଡ଼ିଶା ସରକାରରେ ସମସ୍ତ ସୁବିଧାସୁଯୋଗ,ଦାୟିତ୍ୱ ଓ କ୍ଷମତା ମଧ୍ୟ ଉପଭୋଗ କରିବେ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଜାରି ବିଜ୍ଞପ୍ତି ଅନୁସାରେ, ଆଇଆରଟିଏସ୍ ଚାକିରିରୁ ଶ୍ରୀ ମିଶ୍ରଙ୍କ ଇସ୍ତଫା ଡିସେମ୍ବର ୨୮ତାରିଖରେ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିବା ପରେ ରାଜ୍ୟ ସାଧାରଣ ପ୍ରଶାସନ ପକ୍ଷରୁ ଗତକାଲି ଅନ୍ୟ ଏକ ବିଜ୍ଞପ୍ତି ଜାରି ହୋଇଥିଲା । ଯେଉଁଥିରେ ପ୍ରଫେସନାଲଙ୍କୁ ଚୁକ୍ତିଭିତ୍ତିରେ ସରକାରରେ ନିଯୁକ୍ତି ଦେବା ସଂକ୍ରାନ୍ତ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଉଲ୍ଲେଖ ରହିଛି । ଆଉ ସେହି ନିର୍ଦ୍ଦେଶାନାମା ବଳରେ ଶ୍ରୀ ମିଶ୍ରଙ୍କୁ ‘ଚୁକ୍ତିଭିତ୍ତିକ ପ୍ରମୁଖ ସଚିବ’ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ମିଶ୍ର ପୂର୍ବଭଳି ଆଇଟି ବିଭାଗର ପ୍ରମୁଖ ସଚିବ(ଏବେ ସଚିବ ଅଛନ୍ତି) ଭାବେ କାର୍ଯ୍ୟ ତୁଲାଇବେ । ସେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଶ୍ରୀ ମିଶ୍ର ଓକାକର ଚେୟାରମ୍ୟାନ୍ ଭାବେ ମଧ୍ୟ କାର୍ଯ୍ୟ କରିବେ । ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ କାର୍ଯ୍ୟ ଜାରି ରଖିବେ କି ନାହିଁ ତାହା ଜଣାପଡ଼ିନି । ଶ୍ରୀ ମିଶ୍ର ଆଇଆରଟିଏସ୍ ଚାକିରି କରିଥିବାବେଳେ ୨୦୨୨ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରରେ ଯୁଗ୍ମ ସଚିବ ପାହ୍ୟାରେ ତାଲିକାଭୁକ୍ତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର ଭାବେ ଜଣାଶୁଣା ଶ୍ରୀ ମିଶ୍ରଙ୍କର ଓଡ଼ିଶା ସରକାରରେ ବେଶ୍ ଦବଦବା ରହିଛି । ତେବେ ୨୦୨୦ ମସିହାରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଶ୍ରୀ ମିଶ୍ରଙ୍କ ଡେପୁଟେସନ ଅବଧି ବୃଦ୍ଧିରେ ପ୍ରତିବନ୍ଧକ ହେବାରୁ ସେ ଚାକିରିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ରେଳ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ କୌଣସି ପରିସ୍ଥିତିରେ ବି ଅଫିସରଙ୍କ ଡେପୁଟେସନ ଅବଧିକୁ ୫ବର୍ଷରୁ ଅଧିକ କରାଯିିବ ନାହିଁ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ପୂର୍ବରୁ ‘ଅତିରିକ୍ତ ସଚିବ’ ପାହ୍ୟାଠୁ ଆରମ୍ଭ କରି ‘ମୁଖ୍ୟ ସଚିବ’ପାହ୍ୟାରେ ବିଭିନ୍ନ ରାଜନୀତିକ ବ୍ୟକ୍ତିଙ୍କୁ ଥଇଥାନ କରିଛନ୍ତି । ମାତ୍ର ସେମାନେ ଏହି ପଦବୀ କେବଳ ଅଳଙ୍କାରିକ ଓ ଦରମା ତଥା ଭତ୍ତା ସୁବିଧା ପାଇଁ ଉପଯୋଗ କରୁଥିଲେ । କିନ୍ତୁ ଏହି ପାହ୍ୟାର ଅଫିସରମାନଙ୍କ ଭଳି ସେମାନେ ପ୍ରଶାସନିକ କ୍ଷମତା ଉପଭୋଗ କରି ପାରୁନଥିଲେ । ଯାହା ଏବେ ଶ୍ରୀ ମିଶ୍ର ପ୍ରମୁଖ ସଚିବ ଭାବେ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story