ରାୟଗଡ଼ା ଆକାଶରେ ହଜାର ହଜାର ବାଦୁଡ଼ି

many bat in raygarh sky

ybn

Tapas Behera
  • Published: Sunday, 17 January 2021
  • , Updated: 17 January 2021, 05:22 PM IST

ରାୟଗଡ଼ା (ଓଡ଼ିଶା ରିପୋର୍ଟର) ରାୟଗଡ଼ା ଆକାଶରେ ହଜାର ହଜାର ବାଦୁଡ଼ି । ଆଜି ସକାଳୁ ରାୟଗଡ଼ ସହରର ଗାନ୍ଧି ନଗର, ବ୍ୟାଙ୍କ କଲୋନୀ, କାଳୀ ପୂଜା ଛକ ସମେତ ଅନେକ ଅଞ୍ଚଳରେ ବାଦୁଡ଼ି ଦେଖିବାକୁ ମିଳିଛି । ଏତେ ସଂଖ୍ୟାରେ ଲୋକେ ଆକାଶରେ ବାଦୁଡ଼ିଙ୍କୁ ଦେଖି ଆଶ୍ଚଯର୍ୟଚକିତ ହୋଇଛନ୍ତି । ସହରରେ ପୂର୍ବରୁ ବହୁ ବାଦୁଡ଼ି ରହିଛନ୍ତି। ତେବେ ଏକସଙ୍ଗେ ଏତେ ବାଦୁଡ଼ି ଉଡ଼ୁଥିବା କେହି ଦେଖିନଥିବା କହିଛନ୍ତି। ଅନ୍ୟପଟେ କୌଣସି ଶବ୍ଦ ପ୍ରଦୂଷଣ ଯୋଗୁ ଏପରି ଘଟଣା ଦେଖିବାକୁ ମିଳିଥିବା ବନ ବିଭାଗ ଟିମ୍ କହିଛି ।

Related story