ସବ୍ୟସାଚୀ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର

ବ୍ରହ୍ମପୁର: ଦୀର୍ଘ ଦିନ ହେଲା ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ବ୍ରହ୍ମପୁର ଜେଲ୍ ଅଧୀକ୍ଷକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କଟକ ବଡ଼ ମେଡିକାଲରେ ସବ୍ୟସାଚୀଙ୍କ ଦାନ୍ତ ଚିକିତ୍ସା କରାଯିବ। ସେଥିପାଇଁ ତାଙ୍କୁ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି।

sabyasachi

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 12:42 PM IST

ବ୍ରହ୍ମପୁର: ଦୀର୍ଘ ଦିନ ହେଲା ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ବ୍ରହ୍ମପୁର ଜେଲ୍ ଅଧୀକ୍ଷକ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, କଟକ ବଡ଼ ମେଡିକାଲରେ ସବ୍ୟସାଚୀଙ୍କ ଦାନ୍ତ ଚିକିତ୍ସା କରାଯିବ। ସେଥିପାଇଁ ତାଙ୍କୁ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି।

Related story