ନାରାୟଣପାଟଣାରେ ମାଓ ପୋଷ୍ଟର

<p>କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଛି। ରୁଷ ବିପ୍ଲବର ଶତାବ୍ଦୀ ଉତ୍ସବକୁ ବଡ଼ ଆକାରରେ ପାଳନ ଲାଗି ଏଥିରେ ଆହ୍ୱାନ ଦିଆଯାଇଛି।&nbsp; ସିପିଆଇ ମାଓବାଦୀ କୋରାପୁଟ-ଶ୍ରୀକାକୁଲମ ଡିଭିଜନ ସଂଗଠନ ଏହି ପୋଷ୍ଟର ଲଗାଯାଇଛି।</p> <p>ଗତ ୩ ତାରିଖରେ ବନ୍ଧୁଗାଁ ବ୍ଲକର ଆନ୍ଧ୍ର ସୀମାନ୍ତରେ ଏପରି ପୋଷ୍ଟର ଲାଗିଥିଲା।</p>

Ordigital Desk
  • Published: Tuesday, 07 November 2017
  • Updated: 07 November 2017, 09:53 AM IST

Sports

Latest News

<p>କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଛି। ରୁଷ ବିପ୍ଲବର ଶତାବ୍ଦୀ ଉତ୍ସବକୁ ବଡ଼ ଆକାରରେ ପାଳନ ଲାଗି ଏଥିରେ ଆହ୍ୱାନ ଦିଆଯାଇଛି।&nbsp; ସିପିଆଇ ମାଓବାଦୀ କୋରାପୁଟ-ଶ୍ରୀକାକୁଲମ ଡିଭିଜନ ସଂଗଠନ ଏହି ପୋଷ୍ଟର ଲଗାଯାଇଛି।</p><p>ଗତ ୩ ତାରିଖରେ ବନ୍ଧୁଗାଁ ବ୍ଲକର ଆନ୍ଧ୍ର ସୀମାନ୍ତରେ ଏପରି ପୋଷ୍ଟର ଲାଗିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos