ମାଓବାଦୀଙ୍କ ଲଙ୍କାକାଣ୍ଡ; ଗଳା କାଟିଲେ, ପୋଡ଼ାଜଳା କଲେ

Ordigital Desk
  • Published: Saturday, 20 January 2018
  • , Updated: 20 January 2018, 10:33 AM IST
<p>ମାଲକାନଗିରି( ଓଡ଼ିଶା ରିପୋର୍ଟର): ମାଲକାନଗିରି ସୀମାରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ। ଛତିଶଗଡ଼ର ୨ଟି ଜିଲ୍ଲାରେ ହତ୍ୟା ସହ ପୋଡ଼ାଜଳା କରିଛନ୍ତି। ଛତିଶଗଡ଼ ସୁକମା ଜିଲ୍ଲା ମୁକାରାମ ଗାଁରେ ଜଣେ ବ୍ୟକ୍ତିଙ୍କୁ ଘରୁ ଡାକି ନେଇ ଗଳା କାଟି ହତ୍ୟା କରିଛନ୍ତି। ପୋଲିସ୍ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ସେହିପରି ଦନ୍ତେଓ୍ୱାଡ଼ା ପାଣ୍ଡେବାରରେ ବାଇକ୍ ଓ ଡ୍ରିଲ୍ ମେସିନ ଜାଳିଦେଇଛି ଲାଲବାହିନୀ।</p>

Related story