ମାଓବାଦୀ ଜାରି କଲେ ଅଡିଓ ଟେପ୍‌, କହିଲେ ସୁକମା ଆକ୍ରମଣ ବଢ଼ାଇଛି ମନୋବଳ

ମାଲକାନଗିରି: ସୁକମା ଆକ୍ରମଣ ଓ ପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଦଣ୍ଡକାରଣ୍ୟ ଜୋନାଲ କମିଟି ପକ୍ଷରୁ ଅଡିଓ ଟେପ୍ ଜାରି କରାଯାଇଛି। ଛତିଶଗଡ଼ ସୁକମା ଆକ୍ରମଣ ପରେ ମାଓବାଦୀଙ୍କ ମନୋବଳ ବଢିଥିବା ସଂଗଠନ କହିଛି।  ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିବ୍ରତ ହୋଇପଡ଼ିଛନ୍ତି। ଆକାଶ ମାର୍ଗରୁ ଆକ୍ରମଣ ଲାଗି ଯୋଜନା ମଧ୍ୟ ଚାଲିଛି। ତେବେ ସରକାରଙ୍କ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବା ଲାଗି ସଂଗଠନ ପ୍ରସ୍ତୁତ ଥିବା କହିଛନ୍ତି। ଦଣ୍ଡକାରଣ୍ୟ ଜୋନାଲ କମିଟି ପ୍ରବକ୍ତା ବିକଳ୍ପ […]

maoist

Rakesh Mallick
  • Published: Wednesday, 07 June 2017
  • , Updated: 07 June 2017, 01:25 PM IST

ମାଲକାନଗିରି: ସୁକମା ଆକ୍ରମଣ ଓ ପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଦଣ୍ଡକାରଣ୍ୟ ଜୋନାଲ କମିଟି ପକ୍ଷରୁ ଅଡିଓ ଟେପ୍ ଜାରି କରାଯାଇଛି। ଛତିଶଗଡ଼ ସୁକମା ଆକ୍ରମଣ ପରେ ମାଓବାଦୀଙ୍କ ମନୋବଳ ବଢିଥିବା ସଂଗଠନ କହିଛି।  ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିବ୍ରତ ହୋଇପଡ଼ିଛନ୍ତି। ଆକାଶ ମାର୍ଗରୁ ଆକ୍ରମଣ ଲାଗି ଯୋଜନା ମଧ୍ୟ ଚାଲିଛି। ତେବେ ସରକାରଙ୍କ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବା ଲାଗି ସଂଗଠନ ପ୍ରସ୍ତୁତ ଥିବା କହିଛନ୍ତି।

ଦଣ୍ଡକାରଣ୍ୟ ଜୋନାଲ କମିଟି ପ୍ରବକ୍ତା ବିକଳ୍ପ ଅନ୍ୟପକ୍ଷରେ ମାଓବାଦୀଙ୍କ ଉପରେ ଅତ୍ୟାଚାର ହେଉଥିବା ସେ ଅଭିଯୋଗ କରିଛନ୍ତି। ଅତ୍ୟାଚାର ଲାଗି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ମାଓ ସଂଗଠନ।

Related story