ମାର୍ଚ୍ଚ ୧ରେ ଓଡ଼ିଶା ଆସୁଛନ୍ତି ଜଷ୍ଟିସ ଅରିଜିତ ପଶାୟତ

କଟକ: କଳା ଟଙ୍କା ତଦନ୍ତ ପାଇଁ ଗଠିତ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି। ମାର୍ଚ୍ଚ ୨ ତାରିଖରେ ଏସ୍‌ଆଇଟି ଓଡ଼ିଶା ସମ୍ପର୍କିତ ବୈଠକରେ ଧଳସାମନ୍ତ ଦୁଇ ଭାଇଙ୍କ ଅର୍ଥନୈତିକ କାରବାର, ସମ୍‌ ହସ୍ପିଟାଲ, ସୁର ଓ ସାରଥୀଙ୍କ ବେଆଇନ୍‌ ଆର୍ଥିକ କାରବାର ସମ୍ପର୍କରେ ଆଲୋଚନା ହେବ। ସେହିପରି ଅନ୍ୟ ଚିଟ୍‌ଫଣ୍ଡ ସଂସ୍ଥା ତଦନ୍ତ ପ୍ରସଙ୍ଗରେ ସମୀକ୍ଷା ହେବ। ବୈଠକରେ ସିବିଆଇ, କ୍ରାଇମବ୍ରାଞ୍ଚ, ସେଣ୍ଟ୍ରାଲ, ଏକ୍ସାଇଜ୍‌ ଓ ଅନ୍ୟ ଅର୍ଥନୈତିକ ତଦନ୍ତକାରୀ ସଂସ୍ଥାର […]

arajit pasayat in cuttack

Rakesh Mallick
  • Published: Tuesday, 28 February 2017
  • , Updated: 01 March 2017, 07:49 AM IST

କଟକ: କଳା ଟଙ୍କା ତଦନ୍ତ ପାଇଁ ଗଠିତ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି। ମାର୍ଚ୍ଚ ୨ ତାରିଖରେ ଏସ୍‌ଆଇଟି ଓଡ଼ିଶା ସମ୍ପର୍କିତ ବୈଠକରେ ଧଳସାମନ୍ତ ଦୁଇ ଭାଇଙ୍କ ଅର୍ଥନୈତିକ କାରବାର, ସମ୍‌ ହସ୍ପିଟାଲ, ସୁର ଓ ସାରଥୀଙ୍କ ବେଆଇନ୍‌ ଆର୍ଥିକ କାରବାର ସମ୍ପର୍କରେ ଆଲୋଚନା ହେବ। ସେହିପରି ଅନ୍ୟ ଚିଟ୍‌ଫଣ୍ଡ ସଂସ୍ଥା ତଦନ୍ତ ପ୍ରସଙ୍ଗରେ ସମୀକ୍ଷା ହେବ। ବୈଠକରେ ସିବିଆଇ, କ୍ରାଇମବ୍ରାଞ୍ଚ, ସେଣ୍ଟ୍ରାଲ, ଏକ୍ସାଇଜ୍‌ ଓ ଅନ୍ୟ ଅର୍ଥନୈତିକ ତଦନ୍ତକାରୀ ସଂସ୍ଥାର ଅଧିକାରୀ ଯୋଗ ଦେବେ।

Related story