ଜଉ କଣ୍ଢେଇ ବାହାଘରକୁ ନେଇ ଉତ୍ସବ ମୁଖର ବାଲେଶ୍ୱର ସହର

ବାଲେଶ୍ୱର(ଓଡ଼ିଶା ରିପୋର୍ଟର)ଜଉ କଣ୍ଢେଇ ବାହାଘରକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ବାଲେଶ୍ୱର ସହର। ବରକନ୍ୟା ବାହାଘର ପରେ ବର୍ତ୍ତମାନ ଚାଲିଛି ବନ୍ଧୁମିଳନ। ଏହି ଅବସରରେ ପାରମ୍ପରିକ ନାଚଗୀତରେ ଦୁଲୁକୁଛି ପଡୁଛି ସାରା ପରିବେଶ। ବିବାହ ଉତ୍ସବକୁ ଧୂମ୍‌ଧାମ୍‌ର ସହ ପାଳନ କରୁଛନ୍ତି। ଗତ ୨୯ ତାରିଖରୁ ବାଲେଶ୍ୱରରେ ଆରମ୍ଭ ହୋଇଛି ଜଉ କଣ୍ଢଇ ବାହାଘର। ପାରମ୍ପରିକ ରୀତିନୀତିରେ ବରକନ୍ୟା ବାହାଘର ଗତ ୩୦ ତାରିଖରେ ସମ୍ପନ୍ନ ହୋଇଥିଲା। ବର ଶଙ୍କର ଆଦିବାସୀ ସମ୍ପ୍ରଦାୟର ଟୁସୁ ଦେବୀଙ୍କୁ […]

5t

Tapas Behera
  • Published: Saturday, 01 June 2019
  • , Updated: 01 June 2019, 04:48 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର)ଜଉ କଣ୍ଢେଇ ବାହାଘରକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ବାଲେଶ୍ୱର ସହର। ବରକନ୍ୟା ବାହାଘର ପରେ ବର୍ତ୍ତମାନ ଚାଲିଛି ବନ୍ଧୁମିଳନ। ଏହି ଅବସରରେ ପାରମ୍ପରିକ ନାଚଗୀତରେ ଦୁଲୁକୁଛି ପଡୁଛି ସାରା ପରିବେଶ। ବିବାହ ଉତ୍ସବକୁ ଧୂମ୍‌ଧାମ୍‌ର ସହ ପାଳନ କରୁଛନ୍ତି।

ଗତ ୨୯ ତାରିଖରୁ ବାଲେଶ୍ୱରରେ ଆରମ୍ଭ ହୋଇଛି ଜଉ କଣ୍ଢଇ ବାହାଘର। ପାରମ୍ପରିକ ରୀତିନୀତିରେ ବରକନ୍ୟା ବାହାଘର ଗତ ୩୦ ତାରିଖରେ ସମ୍ପନ୍ନ ହୋଇଥିଲା। ବର ଶଙ୍କର ଆଦିବାସୀ ସମ୍ପ୍ରଦାୟର ଟୁସୁ ଦେବୀଙ୍କୁ ବିବାହ କରିଛନ୍ତି। ବାଲେଶ୍ୱର ସହର ନୂଆବଜାରରେ ଚାଲିଛି ଏହି ବିବାହ ଉତ୍ସବ।

Related story