ମରୁଡି ଓ ଚାଷୀମୃତ୍ୟୁକୁ ନେଇ ରାଜ୍ୟପାଳଙ୍କୁ ୧୨ ଦଫା ଦାବିପତ୍ର ପ୍ରଦାନ କଲା ବିଜେପି କୃଷକ ମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ଦେଖାଦେଇଥିବା ମରୁଡି ଓ ଚାଷୀ ମୃତ୍ୟୁକୁ ନେଇ ଆଜି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ୧୨ ଦଫା ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୃଷକ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି, ଗତ ୩ମାସ ଭିତରେ ରାଜ୍ୟରେ ୧୫୧ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଓ ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷି ନୀତି ଯୋଗୁଁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢୁଛି। ଆଗାମୀ ଦିନରେ ବିନା ସୁଧରେ ଋଣ ଯୋଗାଇ ଦେବା ସହ ରାଜ୍ୟରେ […]

bjp

Rakesh Mallick
  • Published: Monday, 30 November 2015
  • , Updated: 30 November 2015, 01:58 PM IST

ଭୁବନେଶ୍ୱର: ରାଜ୍ୟରେ ଦେଖାଦେଇଥିବା ମରୁଡି ଓ ଚାଷୀ ମୃତ୍ୟୁକୁ ନେଇ ଆଜି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ୧୨ ଦଫା ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୃଷକ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି, ଗତ ୩ମାସ ଭିତରେ ରାଜ୍ୟରେ ୧୫୧ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଓ ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷି ନୀତି ଯୋଗୁଁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢୁଛି। ଆଗାମୀ ଦିନରେ ବିନା ସୁଧରେ ଋଣ ଯୋଗାଇ ଦେବା ସହ ରାଜ୍ୟରେ ଚାଷୀ ଆତ୍ମହତ୍ୟାର କାରଣ ଓ ସତ୍ୟାସତ୍ୟ ଖୋଜି ବାହାର କରିବାକୁ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି।

Related story