ବଜ୍ରକାପ୍ତା ଚୋରା ଚାଲାଣ; ଆଉ ଜଣେ ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ଆଉ ଜଣେ ମାଷ୍ଟରମାଇଣ୍ଡ ଗିରଫ । ଭୁବନେଶ୍ୱର ଗଙ୍ଗନଗର ଅଞ୍ଚଳର ଦଲାଲ ନୀଳକଣ୍ଠ ନାଏକକୁ ଗିରଫ କରିଛି ବନ ବିଭାଗ। ବଜ୍ରକାପ୍ତା ଚାଲାଣ ସହ ବଡବଡିଆମାନଙ୍କ ସହାୟତାରେ ଏହି ରାକେଟ ଚଳାଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ନୀଳକଣ୍ଠ ସହ ତାର ଅନ୍ୟ ସହଯୋଗୀମାନଙ୍କୁ ରିମାଣ୍ଡରେ ଆଣି ଏକାଠି ଜେରା କରିବାକୁ ବନ ବିଭାଗ ପକ୍ଷରୁ ଯୋଜନା ହେଉଛି। ନୀଳକଣ୍ଠର ରାକେଟ୍ ଆଠଗଡରୁ ଭଦ୍ରକ, ଭୁବନେଶ୍ୱର, କଟକ, […]

arrest-1..

arrest-1..

Niharika Rout
  • Published: Thursday, 30 January 2020
  • Updated: 30 January 2020, 10:13 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ଆଉ ଜଣେ ମାଷ୍ଟରମାଇଣ୍ଡ ଗିରଫ । ଭୁବନେଶ୍ୱର ଗଙ୍ଗନଗର ଅଞ୍ଚଳର ଦଲାଲ ନୀଳକଣ୍ଠ ନାଏକକୁ ଗିରଫ କରିଛି ବନ ବିଭାଗ। ବଜ୍ରକାପ୍ତା ଚାଲାଣ ସହ ବଡବଡିଆମାନଙ୍କ ସହାୟତାରେ ଏହି ରାକେଟ ଚଳାଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।

ନୀଳକଣ୍ଠ ସହ ତାର ଅନ୍ୟ ସହଯୋଗୀମାନଙ୍କୁ ରିମାଣ୍ଡରେ ଆଣି ଏକାଠି ଜେରା କରିବାକୁ ବନ ବିଭାଗ ପକ୍ଷରୁ ଯୋଜନା ହେଉଛି। ନୀଳକଣ୍ଠର ରାକେଟ୍ ଆଠଗଡରୁ ଭଦ୍ରକ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଅଞ୍ଚଳରେ ବ୍ୟାପିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ୨୦ଜଣଙ୍କୁ ଗିରଫ କରାଯାଇଥିବା ଆଠଗଡ ଡିଏଫଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story