ଫେବୃଆରୀ ୨୨ରୁ ମାଟ୍ରିକ ପରୀକ୍ଷା

କଟକ(ଓଡ଼ିଶା ରିପୋର୍ଟର): ଫେବୃଆରୀ ୨୨ ତାରିଖରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ୨୮୩୦ ସେଣ୍ଟରରେ ୫ଲକ୍ଷ ୪୫ ହଜାର ୩୬୪ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ପରୀକ୍ଷାର୍ଥୀ ଫେବୃଆରୀ ୮ରୁ ୱେବ୍ ସାଇଟରୁ ଆଡମିଟ କାର୍ଡ ପାଇପାରିବେ। ମାର୍ଚ୍ଚ ୮ ଯାଏ ପରୀକ୍ଷା ଚାଲିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।