ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା: ଅନଲାଇନ୍ ଆବେଦନ ଅବଧି ୨ ଦିନ ବଢିଲା

କଟକ: ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଅବଧୀକୁ ସୋମବାର ବଢାଇ ଦିଆଯାଇଛି। ଆଜି ଏହି ଅବଧି ଶେଷ ହେଉଥିବାବେଳେ ବୋର୍ଡ କତୃପକ୍ଷଏହାକୁ ଆଉ ଦୁଇଦିନ ବଢାଇଛନ୍ତି। ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ଜୁନ ୩ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଅବେଦନ କରିପାରିବେ ବୋଲି ବୋର୍ଡ ଅଧ୍ୟକ୍ଷ ଦକ୍ଷପ୍ରସାଦ ନନ୍ଦ କହିଛନ୍ତି।

Orissa-Board-10th-SSC-Date-Sheet-2015

Rakesh Mallick
  • Published: Monday, 01 June 2015
  • , Updated: 01 June 2015, 10:21 AM IST

Related story