ମାଟ୍ରିକ୍ ପରୀକ୍ଷା ଦେଲେ ବିଧାୟକ

ରାୟଗଡ଼ା: ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି ଲକ୍ଷ୍ମୀପୁର ବିଧାୟକ କୈଳାସ ଜୁଲେସିକା। ଡିଷ୍ଟାନ୍ସ ପାଠ୍ୟକ୍ରମରେ ରାୟଗଡ଼ା ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟରେ ସେ ମାଟ୍ରିକ୍  ପରୀକ୍ଷା ଦେଉଛନ୍ତି। ପୂର୍ବରୁ ପାଠ ପଢ଼ିବା ପାଇଁ ସମୟ ଓ ସୁଯୋଗ ପାଇନଥିବାବେଳେ ବିଧାୟକ ହେବା ପରେ ସେ ସୁଯୋଗ ମିଳିଛି ବୋଲି ସେ କହିଛନ୍ତି। ତେବେ ବିଧାୟକଙ୍କ ଏଭଳି ପଦକ୍ଷେପ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ଉତ୍ସାହିତ କରିବ।

mal

Rakesh Mallick
  • Published: Tuesday, 01 March 2016
  • , Updated: 01 March 2016, 03:34 AM IST

Related story