ମା’କୁ ଠେଙ୍ଗାରେ ପିଟି ମାରି ଦେଲା ପୁଅ

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ମା’କୁ ପିଟି ପିଟି ମାରି ଦେଲା ପୁଅ। ଏଭଳି ଏକ ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଉଷକାପାଲୀ ପଞ୍ଚାୟତର ସାହାଜଵାହାଳ ଗାଁରେ। ମୃତ ବୃଦ୍ଧାଙ୍କ ନାଁ ଅନ୍ନପୂର୍ଣ୍ଣା ବେହେରା। ତାଙ୍କୁ ୭୦ ବର୍ଷ ହୋଇଥିଲା। ଅଭିଯୁକ୍ତଙ୍କ ନାଁ ଆର୍ତତ୍ରାଣ ବେହେରା। ସେ ଅନ୍ନପୂର୍ଣ୍ଣାଙ୍କ ସାନ ପୁଅ। ଗତକାଲି ରାତିରେ ଆର୍ତତ୍ରାଣ ମଦ ପିଇ ଘରକୁ ଆସିଥିଲେ ଓ କୌଣସି କଥାକୁ ନେଇ ମା’ ଅନ୍ନପୂର୍ଣ୍ଣାଙ୍କୁ ଏକ ଠେଙ୍ଗାରେ ପିଟି ରକ୍ତାକ୍ତ […]

policestation

policestation

Jitendra Garnayak
  • Published: Tuesday, 19 May 2020
  • Updated: 19 May 2020, 09:01 AM IST

Sports

Latest News

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ମା’କୁ ପିଟି ପିଟି ମାରି ଦେଲା ପୁଅ। ଏଭଳି ଏକ ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଉଷକାପାଲୀ ପଞ୍ଚାୟତର ସାହାଜଵାହାଳ ଗାଁରେ। ମୃତ ବୃଦ୍ଧାଙ୍କ ନାଁ ଅନ୍ନପୂର୍ଣ୍ଣା ବେହେରା। ତାଙ୍କୁ ୭୦ ବର୍ଷ ହୋଇଥିଲା।

ଅଭିଯୁକ୍ତଙ୍କ ନାଁ ଆର୍ତତ୍ରାଣ ବେହେରା। ସେ ଅନ୍ନପୂର୍ଣ୍ଣାଙ୍କ ସାନ ପୁଅ।

ଗତକାଲି ରାତିରେ ଆର୍ତତ୍ରାଣ ମଦ ପିଇ ଘରକୁ ଆସିଥିଲେ ଓ କୌଣସି କଥାକୁ ନେଇ ମା’ ଅନ୍ନପୂର୍ଣ୍ଣାଙ୍କୁ ଏକ ଠେଙ୍ଗାରେ ପିଟି ରକ୍ତାକ୍ତ କରି ଦେବା ପରେ ଫେରାର ହୋଇଯାଇଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ଗୁରୁତର ଅବସ୍ଥାରେ ତାଙ୍କୁ ରେଢ଼ାଖୋଲ ମେଡିକାଲରେ ଭର୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story