ଆସନ୍ତାକାଲିଠାରୁ ଓଜେଇଇ ପାଇଁ ଅନ୍‌ଲାଇନ ଆବେଦନ

କଟକ: ମେ’ ୧୪ ତାରିଖରେ ଓଜେଇଇ ଏଣ୍ଟ୍ରାନ୍ସ ହେବ। ଏଥିପାଇଁ ଆସନ୍ତାକାଲିଠାରୁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। କେବଳ ଅନ୍‌ଲାଇନ୍‌ରେ ଏହି ଆବେଦନ କରିହେବ। ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ମେଡିକାଲ ଓ ଇଂଜିନିୟରିଂ ବ୍ୟତୀତ ଅନ୍ୟ ସବୁ ପାଠ୍ୟକ୍ରମ ଏମ୍‌ବିଏ, ଏମ୍‌ସିଏ, ବି ଫାର୍ମା, ଆୟୁର୍ବେଦିକ ଓ ହୋମିଓପାଥି ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏଣ୍ଟ୍ରାନ୍ସ ଦେବେ ବୋଲି ଆଜି ଓଜେଇଇ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

OJEE

Rakesh Mallick
  • Published: Thursday, 02 February 2017
  • , Updated: 03 February 2017, 07:33 AM IST

କଟକ: ମେ’ ୧୪ ତାରିଖରେ ଓଜେଇଇ ଏଣ୍ଟ୍ରାନ୍ସ ହେବ। ଏଥିପାଇଁ ଆସନ୍ତାକାଲିଠାରୁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। କେବଳ ଅନ୍‌ଲାଇନ୍‌ରେ ଏହି ଆବେଦନ କରିହେବ। ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।

ମେଡିକାଲ ଓ ଇଂଜିନିୟରିଂ ବ୍ୟତୀତ ଅନ୍ୟ ସବୁ ପାଠ୍ୟକ୍ରମ ଏମ୍‌ବିଏ, ଏମ୍‌ସିଏ, ବି ଫାର୍ମା, ଆୟୁର୍ବେଦିକ ଓ ହୋମିଓପାଥି ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏଣ୍ଟ୍ରାନ୍ସ ଦେବେ ବୋଲି ଆଜି ଓଜେଇଇ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Related story