ମହାନଦୀରେ ଆସିପାରେ ମଧ୍ୟମ ଧରଣର ବନ୍ୟା : ଏସଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ରେ ଗତ ୩ଦିନ ଧରି ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାର ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି ଓ ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ରହିଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଜଳଭଣ୍ଡାରର […]

SRC

SRC

Ordigital Desk
  • Published: Wednesday, 15 September 2021
  • Updated: 15 September 2021, 09:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ରେ ଗତ ୩ଦିନ ଧରି ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାର ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି ଓ ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ରହିଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଜଳଭଣ୍ଡାରର ଜଳଧାରଣ କ୍ଷମତାର ସ୍ତର ୬୩୦ଫୁଟ୍ ଥିବାବେଳେ ଆଜି ଦିନ ୧୨ଟା ସୁଦ୍ଧା ଜଳସ୍ତର ୬୨୮.୨୩ଫୁଟ୍ ରହିଥିଲା। ଏହି ସମୟରେ ଜଳଭଣ୍ଡାର ଭିତରକୁ ୨ଲକ୍ଷ ୫୮ହଜାର ୫୯୦ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୧୨ଟି ଗେଟ୍ ଦେଇ ୨.୨୫ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି। ସେହିପରି ମହାନଦୀ ଅବବାହିକାରେ ଖଇରମାଳଠାରେ ୪.୯୦ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଥିବାବେଳେ ବରମୂଳାଠାରେ ୫.୪୭ଲକ୍ଷ କ୍ୟୁସେକ ଓ ମୁଣ୍ଡଳିଠାରେ ୬.୪୩ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି। ତେବେ ଯଦି ମୁଣ୍ଡୁଳିରେ ୭ଲକ୍ଷ କ୍ୟୁସେନ କଳ ନିଷ୍କାସନ ହେବ ତା’ହେଲେ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ମୁଣ୍ଡଳିରେ ବର୍ତ୍ତମାନର ଜଳସ୍ତରକୁ ଦୃଷ୍ଟିରେ ରଖାଯାଇଛି । ହୀରାକୁଦରେ ଜଳସ୍ତରକୁ ଦେଖି ଆଗାମୀ ଦିନରେ ଅଧିକ ଗେଟ୍ ଖୋଲିବାର ଆବଶ୍ୟକତା ଦେଖାଦେଇପାରେ ଓ ଏପରି ହେଲେ ମୁଣ୍ଡଳି ଦେଇ ଅଧିକ ପରିମାଣର ଜଳ ନିଷ୍କାସନ ହେବ । ଯାହାକି ଆଗାମୀ ୩୬ଘଣ୍ଟା ମଧ୍ୟରେ ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଶ୍ରୀ ଜେନା କହିଛନ୍ତି।

ଅନ୍ୟପକ୍ଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ଯେ, ହୀରାକୁଦ ଜଳଭଣ୍ଡାରରୁ ଏବେ ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଆଜି ଆଉ ୨ଟି ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି । ଜଳଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଜଳସ୍ତରକୁ ସର୍ବାଧିକ ୬୩୦ ଫୁଟ ନିମ୍ନରେ ରଖିବାକୁ ପଡ଼ିବ । ହୀରାକୁଦର ଗତକାଲି ୬ଟି ଗେଟ୍ ଖୋଲାଯାଇଥିବାବେଳେ ଆଜି ଦିନ ୧୦ଟାରେ ଆଉ ୬ଟି ଓ ଅପରାହ୍ନ ୨ଟାରେ ଆଉ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ସେ ସୂଚନା ଦେଇଥିଲେ । ଏବେ ରାଜ୍ୟର ଜଳମୁଣ୍ଡରେ ବର୍ଷା ହ୍ରାସ ପାଇଥିଲେ ମଧ୍ୟ ଅଧିକାଂଶ ଅଂଚଳ ଜଳମଗ୍ନ ଅବସ୍ଥାରେ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story