ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

Ordigital Desk
  • Published: Wednesday, 04 April 2018
  • , Updated: 04 April 2018, 07:38 PM IST
<p>କଟକ (ଓଡ଼ିଶା ରିପୋର୍ଟର): ଆସନ୍ତା ମେ&rsquo; ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ମୂଲ୍ୟାୟନ ପ୍ରକ୍ରିୟାର ପୁନଃ ଯାଞ୍ଚ ପରେ ଫଳ ପ୍ରକାଶ କରିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।</p> <p>ମାର୍ଚ୍ଚ ୨୦ ତାରିଖରେ ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟରେ ଶେଷ&nbsp; ହୋଇଛି। ମୂଲ୍ୟାୟନ ସମୟରେ ଶିକ୍ଷକଙ୍କ ଆନ୍ଦୋଳନ ସତ୍ତ୍ୱେ ତ୍ରୁଟିଶୂନ୍ୟ ମୂଲ୍ୟାୟନ ହୋଇଥିବା ବୋର୍ଡ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।</p>

Related story