ମୁଖ୍ୟମନ୍ତ୍ରୀ କହିଲେ ହଁ, ମନ୍ତ୍ରୀ କହିଲେ ନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୁଖ୍ୟମନ୍ତ୍ରୀଙ୍କ ହଁ, ମନ୍ତ୍ରୀଙ୍କ ନା। ଗଜପତି ଜିଲ୍ଲା ରାୟଗଡ଼ରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣାକୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱୀକାର କରିଥିବା ବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଖବରକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। ଖାଲି ସେତିକି ନୁହଁ, ଏମିତି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ତାଚ୍ଛଲ୍ୟ ମଧ୍ୟ କରିଛନ୍ତି। କହିଛନ୍ତି ମୁଁ ଜାଣିନି। ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ କଥା ହୋଇଛି। କିନ୍ତୁ କିଛି ଖବର […]

naveen-1

naveen-1

Tapas Behera
  • Published: Saturday, 13 October 2018
  • Updated: 13 October 2018, 04:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୁଖ୍ୟମନ୍ତ୍ରୀଙ୍କ ହଁ, ମନ୍ତ୍ରୀଙ୍କ ନା। ଗଜପତି ଜିଲ୍ଲା ରାୟଗଡ଼ରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣାକୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱୀକାର କରିଥିବା ବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଖବରକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। ଖାଲି ସେତିକି ନୁହଁ, ଏମିତି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ତାଚ୍ଛଲ୍ୟ ମଧ୍ୟ କରିଛନ୍ତି। କହିଛନ୍ତି ମୁଁ ଜାଣିନି। ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ କଥା ହୋଇଛି। କିନ୍ତୁ କିଛି ଖବର ନାହିଁ। ମନ୍ତ୍ରୀ କହିଛନ୍ତି ସେକଥା ମୁଁ ଜାଣିନି। ଓଟିଭି ପାଖରେ ଖବର ଥାଇପାରେ ବୋଲି ସେ ତାଚ୍ଛଲ୍ୟ କରି କହିଛନ୍ତି।

 ସେ ଆହୁରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ହେବ। ତାକୁ କଣ ଅଟକାଇ ହେବ ? ନିକଟରେ ଆମେରିକାରେ ହୋଇଥିଲା। ସେଥିରେ ଅନେକ ଲୋକ ମରିଥିଲେ ବୋଲି ସେ କହିଥିଲେ।

ସେପଟେ କିନ୍ତୁ ୧୨ ଜଣଙ୍କ ମୃତ୍ୟୁ ଘଟଣାକୁ ସ୍ୱୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ପାହାଡ଼ ଧସିବା ନେଇ ଖବର ଆସିଛି। ଏହା ଅତ୍ୟନ୍ତ ଦୁଃଖଦାୟକ। ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story